Jai Odisha
News

ଭୁବନେଶ୍ୱର ୟୁନିଟ୍‌-୪ ମାର୍କେଟ୍‌ରେ ସୁନା ଦୋକାନ ଉପରକୁ ବୋମାମାଡ଼

ଭୁବନେଶ୍ବର, ୧୮ା୩ :ଭୁବନେଶ୍ୱର ୟୁନିଟ୍‌-୪ ମାର୍କେଟ୍‌ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି|ରାଜଧାନୀରେ ବୋମାମାଡ଼। ଭୁବନେଶ୍ୱର ୟୁନିଟ୍‌-୪ ମାର୍କେଟ୍‌ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆସି ୟୁନିଟ୍‌-୪ ମାର୍କେଟ୍‌ରେ ଥିବା ଏକ ସୁନା ଦୋକାନ ଉପରକୁ  ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମାମାଡ଼ରେ ଜଣେ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.