Jai Odisha
News

ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସର ମେୟର ପ୍ରାର୍ଥୀନୀ ଘୋଷଣା

ଭୁବନେଶ୍ୱର,୦୪/୦୩: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିର୍ବାଚନରେ କଂଗ୍ରେସ ମେୟର୍‌ ପ୍ରାର୍ଥୀ ନେଇ ଘୋଷଣା କଲା ଦଳ।  ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀନୀ ଭାବେ ଉପସ୍ଥାପିତ କରିବ । ଏ ବାବଦରେ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯିବ ।ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଧୁସ୍ମିତା ଆଚାର୍ଯ୍ୟ ନାଁ ମୋହରା ବାଜିଛି। ଏନେଇ ବରିଷ୍ଠ କଂଗ୍ରେସ ନେତା ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

 

Leave A Reply

Your email address will not be published.