Jai Odisha
News

ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର,୨୩/୩ : ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ବିଜେପି, ରାଜ୍ୟ ସଭାପତି ଭାବେ ନାମ ଘୋଷଣା ହୋଇଛି । ଏହି ଖବର ପରେ ବିଜେପି ମହଳରେ ଖୁସିର ବାତାବରଣ ଦେଖାଦେଇଛି ।

Leave A Reply

Your email address will not be published.