Jai Odisha
News

ଯୁଦ୍ଧବିରତି ଘୋଷଣା କଲା ଋଷ

ନୂଆଦିଲ୍ଲୀ ୦୫/୦୩:   ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ ଘୋଷଣା କରିଛନ୍ତି । ଭାରତୀୟ ସମୟାନୁସାରେ ସାଢେ ୧୧ଟାରୁ ଅସ୍ତ୍ର ବିରତି ଲାଗୁ ହୋଇଛି । ୟୁକ୍ରେନରେ ଫସିଥିବା ସାଧାରଣ ନାଗରିକଙ୍କ ଉଦ୍ଧାର ପାଇଁ  ପୁଟିନ ଯୁଦ୍ଧ ବିରତ୍ତି ଘୋଷଣା କରିଛନ୍ତି । ଫସିଥିବା ଲୋକେ ନ ବାହାରିବା ଯାଏଁ ଆକ୍ରମଣ କରାଯିବ ନାହିଁ ।

 

Leave A Reply

Your email address will not be published.