Jai Odisha
News

ରାଜଧାନୀରେ ବୋମାମାଡ଼,୨ ଗୁରୁତର

ଭୁବନେଶ୍ଵର, ୨୩।୧୧ :ଝାରପଡାରେ ବୋମା ମାଡ଼ l ଏଥିରେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।ମୁସଲିମ ସାହିରେ ଦୁଇଟି ଗୋଷ୍ଠିରେ ହୋଇଥିଲା ଯୁକ୍ତି ତର୍କ l ମୁସଲିମ ସାହିରେ ବାଟକୃଷ୍ଣ  ସାହୁଙ୍କ ପୁଅ ଏକ ସାହୁ  ରାଗରେ ଘର  ଉପରୁ  କରିଥିଲା  ବୋମା ମାଡ଼ l ଏଥିରେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ୨ ଗୁରୁତରଙ୍କୁ ଏବେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ାରେ ଘଟିଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.