Jai Odisha
News

ରାଜନଗରରେ ନିର୍ବାଚନୀ ହିଂସା

ରାଜନଗର,୧୨/୦୨ : ରାଜନଗର ବ୍ଲକ୍‌ରେ ନିର୍ବାଚନକୁ ନେଇ ଗଣ୍ଡଗୋଳ ଘଟିଛି। ଚାନ୍ଦିବାଉଁଶମୂଳ ପଂଚାୟତର ବାହାରଗଡ଼ ଗାଁରେ କଂଗ୍ରେସ ଓ ବିଜେଡି ଦୁଇ ଗୋଷ୍ଠୀ ମାଡ଼ପିଟ୍‌ ହୋଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ରାଜନଗର ଥାନାରେ ୪ଟି ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୋଗ ପାଇ ତଦନ୍ତ ଚଳାଇଛି।

Leave A Reply

Your email address will not be published.