Jai Odisha
News

ଲଘୁଚାପ; ଆହୁରି ଦୁଇ ଦିନ ବର୍ଷିବ

ଭୁବନେଶ୍ବର ,୧୯:  ଗତ ୧୩ ତାରିଖରେ ହୋଇଥିବା ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ବିତ୍ପାତ ଜାରି ରହିଛି । ଅଗଷ୍ଟ ମାସର ତୃତୀୟ ଲଘୁଚାପ ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ଭୀଷଣ ବର୍ଷିବ ବୋଲି ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି। ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ପାଇଁ ବିପଦ ସୃଷ୍ଟି ହୋଇପାରେ।

Leave A Reply

Your email address will not be published.