Jai Odisha
News

ଶ୍ରୀଜଗନ୍ନାଥଙ୍କୁ ଧରି ବାଲେଶ୍ଵରରୁ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଂଚିଲେ ଦୟାନିଧି

ପୁରୀ,୬/୨ :‌ ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀଜଗନ୍ନାଥଙ୍କୁ ଧରି ବାଲେଶ୍ଵରରୁ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଂଚିଲେ ଦୟାନିଧି ଘୋଷ। ରଥକାଠ ଅନୁକୂଳ ସ୍ଥଳରେ ପ୍ରଣାମ ଜଣାଇବା ସହ ମହାପ୍ରଭୁଙ୍କୁ ଦର୍ଶନ କରି କରିଛନ୍ତି। ଘୋଷ ପୂର୍ବରୁ ଶ୍ରୀମନ୍ଦିରରେ ଚାକିରି କରିଥିଲେ। ଅବସର ପରେ ଏବେ ଘରେ ରହି ଚାଷବାସ କଥା ବୁଝୁଛନ୍ତି। ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ପୁନର୍ବାର ଚାଲି ଚାଲି ବାଲେଶ୍ଵର ଫେରିବେ ‌ବୋଲି ଶ୍ରୀ ଘୋଷ କହିଛନ୍ତି।

Leave A Reply

Your email address will not be published.