Jai Odisha
News

ଶ୍ରୀଜିଉଙ୍କ ହେଲା ମହାସ୍ନାନ ,ଶ୍ରୀମନ୍ଦିର ଭିତର କାଠରେ ରକ୍ତ ଛିଟା

ପୁରୀ, ୩/୧୧ :  ପୁରୀ ଶ୍ରୀମନ୍ଦିରରେ ହୋଇଛି ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ । ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ। ଶ୍ରୀମନ୍ଦିରରେ ଆଜି ସକାଳ ପାଖାପାଖି ୬ଟା ୩୦ ସମୟରେ ଧୁଆଧୁଇ ହୋଇ ଚୂନ ପଡିବା ସହ ବଡ଼ ମହାସ୍ନାନ କରାଯାଇଛି । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ ଏହି ରକ୍ତ ଛିଟା କେମିତି ସେଠାରେ ପଡିଲା ଓ କିଏ ପକାଇଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭିଡ଼ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.