Jai Odisha
News

ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଅପମାନ

ଜିଲ୍ଲା ପ୍ରଶାସନ ଉପରେ ବାର୍ଷିଲେ ସାଂସଦ

ବାଲେଶ୍ୱର : ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀଙ୍କୁ ଅପମାନ. ଚିଠି କରି ଡାକିଲେ ସଭା ମଞ୍ଚକୁ ନଡାକି ତଳେ ବସାଇ ଅପମାନିତ କଲେ. ସରକାରୀ ବିଦ୍ଧି ବ୍ୟବସ୍ଥାକୁ ଭୁଲି ଗଲା ପ୍ରଶାସନ, ସାମ୍ବିଧାନିକ ବ୍ୟବସ୍ତାକୁ ଭୁଲିଗଲେ ବାଲେଶ୍ବର ଜିଲ୍ଲାପାଳ, ସମ୍ମିଳନୀ କରୀ ଅଭିଯୋଗ ଜଣାଇଲେ ପ୍ରତାପ ଷଢଙ୍ଗୀ. ବିଜେଡି ନେତା ମନ୍ତ୍ରୀ ସଭା ମଞ୍ଚରେ ବସିଲେ ହେଲେ ବିଜେପି ନେତା ବୋଲି ଅପମାନିତ କଲେ. ବୁକ୍ ସାରକୁଲାର ୪୭ ର ଉଲଙ୍ଘନ କରିଥିବା ଅଭିଯୋଗ କଲେ ଆଣିଲେ ସାଂସଦ। ଜିଲ୍ଲାପାଳଙ୍କ ଅହଂକାରକୁ ବରଦାସ୍ତ କରାଯିବ ନାହିଁ କେବଳ ମୋତେ ନୁହଁ ୨୦ଲକ୍ଷ ଲୋକଙ୍କ ପ୍ରତିନିଧିଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ସେ।

Leave A Reply

Your email address will not be published.