Jai Odisha
News

ୟୁକ୍ରେନ୍-ଋଷ ମଧ୍ୟରେ ଯୁଦ୍ଧ : ୩ଟା ୩୦ରେ ବେଲାରୁଷରେ ହେବ ଗୁରୁତ୍ଵପୂର୍ଣ୍ଣ ବୈଠକ

କିଭ୍, ୨୮/୦୨ :   ୟୁକ୍ରେନ୍ ଓ ଋଷ ମଧ୍ୟରେ ପାଞ୍ଚ ଦିନ ହେବ ଜାରି ରହିଥିବା ଘମାଘୋଟ ଲଢେଇ ମଧ୍ୟରେ ଏହି ଆଶା ଆଶଙ୍କାରେ ପୂର୍ଣ୍ଣଛେଦ ପଡିପାରେ। ଆଜି ବେଲାରୁଷରେ ଦ୍ଵିପ୍ରହର ୩ଟା ୩୦ ସମୟରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Leave A Reply

Your email address will not be published.