Jai Odisha
News

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର

ବଲାଙ୍ଗିର, ୧୮/୧୧ : ଭିଜିଲାନ୍ସ ଜାଲରେ ବେଲପଡ଼ା ତହସିଲର ସେକ୍ସନ ଅଫିସର। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର ଯୁଗଳ କିଶୋର ରାଉତ। ଏକ ଜମି ମ୍ୟୁଟେସନ ପାଇଁ ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଯୁଗଳ କିଶୋର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ଯୁଗଳଙ୍କ ପାଟଣାଗଡ ବାସଭବନ ଓ ବେଲପଡ଼ା ତହସିଲ ଅଫିସ୍ ଚାମ୍ବରରେ ଅଧିକ ଛାନଭିନ୍ କରୁଥିବା ସୂଚନା ମିଳିଛି।

 

Leave A Reply

Your email address will not be published.