Jai Odisha
News

୧୯ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୮।୨ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ଆସନ୍ତା ୧୯ରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହା  ସହିତ ପୁରୀ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ସୂଚନା ମିଳିଛି। ୨୦ରେ ଫେରିଯିବାର ସ୍ତିର ହୋଇଛି।

Leave A Reply

Your email address will not be published.