Jai Odisha
News

୨୦୨୨-୨୩ ରେ ପିଏମ-ଆବାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ର ବଜେଟ୍ ନିର୍ଦ୍ଧାରଣ

ନୂଆଦିଲ୍ଲୀ ୦୧/୦୨ :୨୦୨୨-୨୩ ରେ ପିଏମ-ଆବାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ର ବଜେଟ୍ ନିର୍ଦ୍ଧାରଣ|୨୦୨୨-୨୩ ରେ ପିଏମ-ଆବାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥି ପାଇଁ ୪୮,୦୦୦ କୋଟି ଟଙ୍କାର ପାଣ୍ଠି ନିର୍ଦ୍ଧାରଣ କରାଯାଇଛି ।୨୦୨୨-୨୩ ପାଇଁ ଅର୍ଥନୀତିରେ ସାମଗ୍ରିକ ପୁଞ୍ଜି ବିନିଯୋଗରେ ରାଜ୍ୟଗୁଡିକୁ ସହାୟତା କରିବା ପାଇଁ ୧ ଲକ୍ଷ ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। ଏହି ୫୦ ବର୍ଷର ସୁଧମୁକ୍ତ ଋଣଗୁଡିକ ରାଜ୍ୟଗୁଡିକୁ ଅନୁମତି ପ୍ରାପ୍ତ ସାଧାରଣ ୠଣଠାରୁ ଅଧିକ । ଏହା ପିଏମ ଗତିଶକ୍ତି ସମ୍ବନ୍ଧୀୟ ଏବଂ ରାଜ୍ୟଗୁଡିକର ଅନ୍ୟାନ୍ୟ ଉତ୍ପାଦନକାରୀ ପୁଞ୍ଜି ବିନିଯୋଗ ପାଇଁ ବ୍ୟବହୃତ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

 

Leave A Reply

Your email address will not be published.