Jai Odisha
News

ଲେହେଙ୍ଗା ତିଆରି ପାଇଁ 5700ଘଣ୍ଟା

ଗତ କିଛି ଦିନ ତଳେ ମୁକେଶ  ଅମ୍ବାନୀ ଓ ରାଧୀକା ମର୍ଚାଣ୍ଟଙ୍କ ପ୍ରି-ଓ୍ବଡିଙ୍ଗ ସେଲିବ୍ରେସନ ଗୁଜୁରାଟ ର ଜାମନଗର ରେ ଅନୁଷ୍ଠିତ ହୋଇଥିଲା | ଏହି ଉତ୍ସବରେ  ସେଲିବ୍ରେଟି ମାନେ ବହୁତ ଯୋଗ ଦେଇଥିଲେ | ତେବେ ସେ ପ୍ରି-ଓ୍ବଡିଙ୍ଗ  ରେ ଯେଉଁ ଲେହେଙ୍ଗା ପିନ୍ଧିଥିଲେ ତାହା  ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି  | ସେହି ଲେହେଙ୍ଗାକୁ ତିଆରି କରିବା ପାଇଁ ପାଖା ପାଖି 5700 ଘଣ୍ଟା ସମୟ ଲାଗିଥିଲା |  ଲେହେଙ୍ଗା ରେ ଅତ୍ୟନ୍ତ ସୁକ୍ଷ୍ମ କାମ କରାଯାଇଥିଲା | ସୁନା ,ରୁପା ସହ ବିଭିନ୍ନ ସ୍ଥାନରୁ ଆସିଥିବା 3 ଲକ୍ଷ କ୍ରିଷ୍ଟାଲ ଏଥିରେ ଲଗାଯାଇଥିଲା  । ହୀରାଖଞ୍ଜିତ ବ୍ଲାଉଜ ସହିତ ରାଧିକା ରାଜକୀୟ ଲେହେଙ୍ଗା ପିନ୍ଧିଥିଲେ |  ସେ କାନରେ  ଦୁଇଥାକିଆ ବିଶିଷ୍ଟ ହିରା ହାର, ଏକ ହୀରର ମୁଦି ,କାନର,ଚୁଡି ପିନ୍ଧି ତାଙ୍କର ସୌନ୍ଦର୍ଯ୍ୟ କୁ ଆହୁରି ବଢାଇଥିଲେ | । ସେ ଏହି ଗେଟଅପରେ କୌଣସି ହିରୋଇନଙ୍କ ଠାରୁ କମ୍ ଦେଖାଯାଉ ନଥିଲେ।

Leave A Reply

Your email address will not be published.