Jai Odisha
News

୯୨ ବର୍ଷିଆ ବରକୁ ୬୭ ବର୍ଷିଆ କନ୍ୟା

ପ୍ରସିଦ୍ଧ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏଲିନା ଯୁକୋଭା 92 ବର୍ଷରେ ପୁନଃ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | କିଛି ମାସ ତଳେ ସେ ବାନ୍ଧବୀ ଏଲେନ ଜୁକୋଭାଙ୍କ ସହିତ ତାଙ୍କର ନିର୍ବନ୍ଧ ସମ୍ପନ ହୋଇଛି | ଏଲେନା ଙ୍କ ବୟସ 67ବର୍ଷ |  ଏଲିନା ଜୁକୋଭା ଜଣେ ଅବସରପ୍ରାପ୍ତ ଜୀବବିଜ୍ଞାନୀ, ମଧୁମେହ ଅନୁସନ୍ଧାନର ବିଶେଷଜ୍ଞ  | ଆସନ୍ତା ମାସ ଜୁନରେ ତାଙ୍କ ବିବାହ କାର୍ଲିଫର୍ଣ୍ଣିଆ ସ୍ଥିତ ଫାର୍ମ ହାଉସ ରେ ଅନୁଷ୍ଠିତ ହେବ | ପୂର୍ବରୁ ସେ 6 ଜଣଙ୍କୁ ବିବାହ କରିଥିଲେ | ଏହା ତାଙ୍କର ଷଷ୍ଠ ବିବାହ | ପୂର୍ବରୁ ଅଷ୍ଟ୍ରେଲୀୟ ମହିଳା ପାଟ୍ରିସିଆ ବୁକର, ସ୍କଟଲାଣ୍ଡ ସାମ୍ବାଦିକା ଆନ୍ନା ମାନ୍‌ ଓ ୱେଣ୍ଡି ଡେଙ୍ଗ୍‌, ଆମେରିକୀୟ ମଡେଲ ଜେରି ହଲ୍‌ ପ୍ରମୁଖଙ୍କୁ ବିବାହ କରିଥିଲେ। ଏତତ ବ୍ୟତୀତ ସେ ଚିନର ଜଣେ ବ୍ୟବସାୟୀଙ୍କୁ ପ୍ରେମ କରୁଥିଲେ | ସେ 2023 ରେ ଫକ୍ସ ଆଣ୍ଡ ନ୍ୟୁଜ୍‌ କର୍ପୋରେସନ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ | ଅପରପକ୍ଷରେ ଏଲେନା ପୂର୍ବରୁ କୋଟିପତି ରୁଷୀୟ ତୈଳ ବ୍ୟବସାୟୀ ଆଲେକଜାଣ୍ଡାର ଜୁକୋଭଙ୍କୁ ବିବାହ କରିଥିଲେ। ସେମାନଙ୍କର ଜଣେ ବିବାହିତ ଝିଅ ଅଛନ୍ତି।

Leave A Reply

Your email address will not be published.