Jai Odisha
News
Browsing Category

ବାଣିଜ୍ୟ

ଇଭି ସେଗମେଣ୍ଟରେ ଧୁମ୍ ମଚାଇବ ମାରୁତି…

ମାରୁତି ସୁଜୁକି ଭାରତ ପାଇଁ ଏହାର ପ୍ରଥମ ବୈଦ୍ୟୁତିକ କାର ‘ଇଭିଏକ୍ସ’ ପ୍ରସ୍ତୁତ କରୁଛି। ଏହି ଅଲ-ଇଲେକ୍ଟ୍ରିକ୍ ଏସ୍‌ୟୁଭି ଅନେକ ଥର ବିଶ୍ୱବ୍ୟାପୀ ପ୍ରଦର୍ଶିତ ହୋଇଛି, ଏହା ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ଇଣ୍ଡିଆ ମୋବିଲିଟି ଏକ୍ସପୋରେ ମଧ୍ୟ ଉପସ୍ଥାପିତ ହୋଇଥିଲା । ଏହା ପରେ, ଏହି ମଡେଲକୁ ଅନେକ ଥର…

ରିଲାଏନ୍ସ ସହ ମିଶି ଭାରତରେ ବୈଦ୍ୟୁତିକ…

ଆମେରିକୀୟ ବୈଦ୍ୟୁତିକ କାର ନିର୍ମାତା ଟେସଲା ସମ୍ବନ୍ଧରେ ଭାରତୀୟ ବଜାରରେ କ୍ରମାଗତ ଭାବରେ ନୂତନ ଅପଡ଼େଟ୍ ଆସୁଛି । ନିକଟରେ ଏକ ଖବର ଆସିଥିଲା ଯେ ଟେସଲା ଭାରତରେ ଏହାର ମେନ୍ୟୁଫେକଚରିଂ ପ୍ଲାଣ୍ଟ ସ୍ଥାପନ ପାଇଁ ଜମି ଖୋଜୁଛି ଏବଂ ଏଥିପାଇଁ କମ୍ପାନୀ ମଧ୍ୟ ଚଳିତ ମାସରେ ଏକ ଦଳ ପଠାଇବାକୁ ଯାଉଛି।…

ବଢିଚାଲିଛି ସୁନା ଓ ରୁପା ଦର

ଭାରତରେ ସୁନା ଏବଂ ରୂପା ମୂଲ୍ୟ କ୍ରମାଗତ ଭାବରେ ନୂତନ ରେକର୍ଡ ଛୁଉଁଛି। ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୭୧,୦୦୦ ଟଙ୍କା ଅତିକ୍ରମ କରିଛି। ରୂପା ଦାମ୍‌ରେ ମଧ୍ୟ ବୃଦ୍ଧି ଘଟି ୮୧,୦୦୦ରେ ପହଞ୍ଚିଛି। MCX ଉପରେ ସୁନାର ସର୍ବୋଚ୍ଚ ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧୦୫୭ ଟଙ୍କା ରହିଛି। ଆଜି…

ମା’ଙ୍କୁ ମୋଦିଙ୍କ ଉପହାର : ୧୦୦…

ମହିଳା ଦିବସରେ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଘୋଷଣା କରିଛନ୍ତି। ଗ୍ୟାସ ସିଲିଣ୍ଡର ପିଛା ୧୦୦ଟଙ୍କା ହ୍ରାସ କରିଥିବା ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ମୋଦୀ। ଏହାଦ୍ୱାରା ଦେଶର କୋଟି କୋଟି ପରିବାରର ଆର୍ଥିକ ଚାପ କମିବ ଏବଂ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବ। ବିଶେଷ…

ମାତ୍ର ୧୦ ମିନିଟରେ ୫୦୦ କିଲୋମିଟର…

ଚାଇନାର ବୈଦ୍ୟୁତିକ ଯାନଗୁଡିକ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ବର୍ତ୍ତମାନ, କାର୍ ନ୍ୟୁଜ୍ ଚିନାର ଏକ ଭିଡିଓ ଚାଇନାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସମସ୍ତେ ଲି ଅଟୋ ମେଗା ମିନିଭାନର ଲାଇଟିଂ ଫାଷ୍ଟିଂ ଚାର୍ଜିଂ କ୍ଷମତା ବିଷୟରେ କହିଛି। ଏହି ଫ୍ୟୁଚରିଷ୍ଟିକ କାର୍ ବସିବା ପାଇଁ…

ଆଗଉଛି କତା ଶିଳ୍ପ : ଧୀରେ ଧୀରେ ବଢୁଛି…

ଭୁବନେଶ୍ୱର : ଧୀରେ ଧୀରେ ଆଗେଇବାରେ ଲାଗିଛି କୟର ବୋର୍ଡ଼ ଏବଂ କୟର ବୋର୍ଡ଼ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ. ଅଣ ସଂଗଠିତ ଆଞ୍ଚଳିକ କ୍ଷେତ୍ରରେ ଏହି ଶିଳ୍ପ ବ୍ୟାପକ ଅଭିବୃଦ୍ଧି ଏବଂ ଉଲ୍ଲେଖଯୋଗ୍ୟ ବିକାଶ ହୋଇଛି. 1953 ରୁ ଆରମ୍ଭ ହୋଇଥିବା ଏହି ବୋର୍ଡ଼ରେ ବର୍ତ୍ତମାନ 7 ଲକ୍ଷରୁ ଉର୍ଦ୍ଧ କର୍ମଚାରୀ ଯୋଡି…

1.2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିଲା ଟାଟା…

ବ୍ୟାଟେରୀ ମୂଲ୍ୟ ହ୍ରାସ ପରେ ଟାଟା ମୋଟର୍ସର ଇଲେକ୍ଟ୍ରିକ୍ ଯାନ ଶାଖା ଦୁଇଟି ମଡେଲ୍ Nexon.EV ଏବଂ Tiago ଲଞ୍ଚ କରିଛି । ଇଭି ମୂଲ୍ୟ ୧.୨ ଲକ୍ଷ ଟଙ୍କା ହ୍ରାସ କରାଯାଇଛି। କମ୍ପାନୀ ଅନୁଯାୟୀ, ନକ୍ସନ୍ ଇଭିର ମୂଲ୍ୟ ୧.୨ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି ଏବଂ ବର୍ତ୍ତମାନ ଏହାର ମୂଲ୍ୟ ୧୪.୪୯ ଲକ୍ଷରୁ…

ଗଞ୍ଜାମରେ ଫଳିଛି କାଶ୍ମୀର ସେଓ

ବ୍ରହ୍ମପୁର,୧୮/୧୨:  : ଗଞ୍ଜାମରେ ଫଳିଛି କାଶ୍ମୀର ସେଓ (ଆପଲ) । ରମ୍ଭା ନିକଟସ୍ଥ ଆର. ବାହାଡାପଲ୍ଲୀ ଗ୍ରାମର ଚାଷୀ ବି. ରଞ୍ଜନ ପ୍ରଧାନ ଓ ତାଙ୍କ ପରିବାର ନିଜସ୍ବ ଉଦ୍ୟମରେ ୨ ଏକର ଜମିରେ ସେଓ ଚାଷ କରିଛନ୍ତି । ଆସନ୍ତା ମାସ ପହିଲାରେ ଫଳ ଅମଳ ଓ ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେବ। ଗଞ୍ଜାମର ଜଳବାୟୁରେ…

ଏବେ ଏଟିଏମରୁ ଟଙ୍କା ଉଠାଇବା ପଡିବ…

ନୂଆଦିଲ୍ଲୀ ୧୪/୧୨ : ବର୍ଷ ୨୦୨୧ ସରିବାକୁ ବସିଲାଣି । ଚଳିତ ବର୍ଷ ଦରଦାମ ବୃଦ୍ଧି ଆକାଶ ଛୁଆଁ ହୋଇଛି । ୨୦୨୨ ମସିହା ମଧ୍ୟ ବଢ଼ୁଥିବା ଦରଦାମ ସହିତ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ବର୍ଷ ଠାରୁ ଏଟିଏମରୁ ଟଙ୍କା ଉଠାଇବା ଆହୁରି ବ୍ୟୟ ବହୁଳ ହେବ । ଆସନ୍ତା ଜାନୁଆରି ମାସ ଠାରୁ ଏଟିଏମରେ ମାଗଣା କାରବାର…

ଦରଭାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଂଗଲରେ ଚଢାଉ କରିଥିଲା।…