Jai Odisha
News
Browsing Category

କରୋନା

ରାଜ୍ୟରେ ୧,୦୨୯ କରୋନା ପଜିଟିଭ୍‍…

ଭୁବନେଶ୍ୱର, ୩୧/୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ଆଉ ୧,୦୨୯ କରୋନା…

ଦେଶରେ ଆଉ ୧୯,୬୭୩ କରୋନା ଆକ୍ରାନ୍ତ…

ନୂଆଦିଲ୍ଲୀ, ୩୧/୦୭: ଦେଶରେ କମୁନି କରୋନା ସଂକ୍ରମଣ । ଗତ କିଛି ଦିନ ହେଲା ଦେଶରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟୁନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୯,୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । କରୋନା…

ନୂଆଦିଲ୍ଲୀରେ ମାଡିଚାଲିଛି କରୋନା…

ନୂଆଦିଲ୍ଲୀ,୨୧/୪: ଦେଶରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ । ଗତକିଛି ଦିନ ହେବ ୨ହଜାର ଉପରେ ଦୈନିକ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ସବୁଠରୁ ବଡ଼ କଥା ହେଉଛି ରାଜଧାନୀ ନୂଆଦିଲ୍ଲୀରେ ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇଲାଣି । ପ୍ରତ୍ୟେକ ଦିନ ଦିଲ୍ଲୀରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା…

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍…

ଭୁବନେଶ୍ୱର ୧୫।୦୧ : ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିଛନ୍ତି। ଏ ନେଇ ଜିଲ୍ଳା ଗୁଡିକୁ ସ୍ୱାସ୍ଥ୍ୟ ବିଭାଗ…

ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ

ଜୟପୁର,୫/୧: ଭାରତରେ ପ୍ରଥମ ମୁଣ୍ଡ ନେଲା କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ। ଓମିକ୍ରନକୁ ସେତେ ଭୟଙ୍କର ବୋଲି କୁହାଯାଉ ନଥିବା ବେଳେ ବୁଧବାର ଏହି ଭ୍ୟାରିଏଣ୍ଟରେ ଭାରତରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ସପ୍ତାହରେ ରାଜସ୍ଥାନ ଉଦୟପୁରରେ ୭୫ ବର୍ଷୀୟ ଲକ୍ଷ୍ମୀନାରାୟଣ ନାଗର ନାମକ ଜଣେ…

୧୦ ଦିନ ମଧ୍ୟରେ କୋଭିଡ ହସ୍‌ପିଟାଲ…

ଭୁବନେଶ୍ବର,୪।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଆସନ୍ତା ୧୦ ଦିନ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ନୂଆଦିଲ୍ଲୀ୪/୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ କୋଭିଡରେ ସଂକ୍ରମିତ ହୋଇଛନ୍ତି । କେଜରିୱାଲ ନିଜେ ଟ୍ୱିଟ୍‍ କରି ସଂକ୍ରମିତ ହୋଇଥିବା ଜଣାଇଛନ୍ତି । ଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ନିଜକୁ ସଂଗରୋଧରେ ରଖିବା ଏବଂ ନମୁନା ପରୀକ୍ଷା…

ଆଲଫା, ଡେଲଟା, ଓମିକ୍ରନ ପରେ ଏବେ…

  ନୂଆଦିଲ୍ଲୀ ୦୩/୦୧ : ଦୁଇ ବର୍ଷ ହେଲା କରୋନା ସାରା ଦୁନିଆକୁ ଚିନ୍ତାରେ ପକାଇ ଦେଇଛି। ପ୍ରତିଦିନ କିଛି ନା କିଛି ନୂଆ ଭୟ ମଣିଷ ମନକୁ ଆସୁଛି ଯେ ଆଜି କଣ ହେବ। କେତେବେଳେ ଆଲଫା, କେତେବେଳେ ଡେଲଟା ତ କେତେବେଳେ ଓମିକ୍ରନ। କରୋନା ବୈଜ୍ଞାନିକଙ୍କୁ ନିଶ୍ୱାସ ମାରିବାକୁ ଦେଉନାହିଁ। ଏହିଭଳି ପରିସ୍ଥିତିରେ…

ଦେଶରେ ପ୍ରଥମ ଓମିକ୍ରନ ଜନିତ ମୃତ୍ୟୁ

ମୁମ୍ବଇ,୩୧/୧୨: ଦେଶରେ କୋଭିଡ-୧୯ର ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଦେଶରେ ପ୍ରଥମ ଓମିକ୍ରନ ସଂକ୍ରମଣ ଜନିତ ମୃତ୍ୟୁ । ମହାରାଷ୍ଟ୍ରର ପିମ୍ପ୍ରି ଅଞ୍ଚଳର ୫୨ ବର୍ଷ ବୟସ୍କ ଏହି ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ । ତାଙ୍କର ନମୁନା ପରୀକ୍ଷା କରାଯିବା…

ଆସୁଛି କୋଭିଡ ସୁନାମୀ: ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ,୩୦/୧୨: ବିଶ୍ୱକୁ ଘାରିଛି କରୋନା ଚିନ୍ତା । କରୋନାର ନୂଆ ଭାରିଆଣ୍ଟ ବର୍ତ୍ତମାନ ପ୍ରାୟ ସମସ୍ତ ଦେଶରେ କାୟା ବିସ୍ତାର କଲାଣି । ଏହି ସମୟରେ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବଡ଼ ଖୁଲାସା କରିଛି । ଡବ୍ଲୁଏଚଓର କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ଲୋକମାନେ ସତର୍କ ରହିବା ଜରୁରୀ ।…