Jai Odisha
News
Browsing Category

ଅପରାଧ

ଗିରଫ ହେଲେ ବୌଦ୍ଧ ଆରଟିଓ

ଭୁବନେଶ୍ୱର : ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ. ବସନ୍ତକୁ ଗିରଫ କରିଛି ଭିଜିଲାନ୍ସ ସେଲ. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ ବସନ୍ତ ଗିରଫ୍. ବସନ୍ତଙ୍କ ସମୁଦାୟ 19 କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ. ଯେଉଁଥିରେ 14 କୋଟି 50 ଲକ୍ଷର ଫ୍ଲାଟ୍ 4 କୋଟି 50 ଲକ୍ଷର…

ପୁଣି ରାଜଧାନୀରୁ ଗଞ୍ଜେଇ ଜବତ : ଦୁଇ…

ଭୁବନେଶ୍ୱର : ଚୋରାଚାଲାଣ ହେଉଥିବା ବେଳେ ରାଜଧାନୀରୁ ଗଞ୍ଜେଇ ଜବତ. ଗତକାଲି ରାତିରେ 73 କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଭରତପୁର ଥାନା ପୋଲିସ. ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ତପୋବନ ଛକ ନିକଟରେ ଏକ ବୋଲର ଜବତ କରିବା ସହ ଏଥିରେ…

ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍ଟିଓ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ. ବୌଦ୍ଧ ଜିଲ୍ଲା ଆରଟିଓ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନକୁ ମିଶାଇ ଏକକାଳୀନ ୧୦ ଟି ସ୍ଥାନରେ ଚାଲିଛି ରେଡ଼. ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପଡିଛି ଛାପା. ସୂଚନା ଅନୁସାରେ, ପାହାଳ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ : ମାଫିଆ…

ମୟୁରଭଞ୍ଜ : ଯଶୀପୁର ପୋଲିସକୁ ପୁଣି ମିଳିଛି ସଫଳତା. ସପ୍ତାହେ ଆଗରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରି ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଧରିବାରେ ସଫଳ ହୋଇଛି ଯଶିପୁର ପୋଲିସ. ସୂଚନା ଅନୁସାରେ, ଟଙ୍ଗାବିଲା ନିକଟରେ…

ଗ୍ରିଲ ତାଡି ଲକ୍ଷାଧିକ ଲୁଟିନେଲେ…

ଭଦ୍ରକ : ଦୋକାନର ଆଗ ପଟ ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ କ୍ୟାସ ଲୁଟିଲେ ଦୁର୍ବୃତ. ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ମଞ୍ଜୁରୀ ରୋଡ଼ ବଜାର ସ୍ଥିତ ଏକ ଅଳଙ୍କାର ଦୋକାନରେ. ସୂଚନା ଅନୁସାରେ, ଲୁଟ କରିବାର ଦୁର୍ବୁତ୍ତ ମାନଙ୍କର ନୂଆ ତାରିକା…

ବନ ବିଭାଗ ହାତରେ ବାଘ ଛାଲ ଚାଲାଣକାରୀ

କଟକ : ବନ ବିଭାଗ ଅଧିକାରୀଙ୍କ ହାତରେ ଧରା ପଡିଲା ବାଘ ଛାଲ ଚାଲାଣକାରୀ। କଟକ ଟାଙ୍ଗୀ ଟୋଲ୍ ଗେଟ ପାଖରେ କଲାପତରିଆ ବାଘ ଛାଲ ବିକ୍ରି କରିବାକୁ ଯୋଜନା କରୁଥିବାବେଳେ ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ । ବାଘ ଛାଲ ଚାଲାଣରେ ନିୟୋଜିତ ଥିବା ପ୍ରମୋଦ ଜେନା ଓ ରବିନାରାୟଣ ବାରିକକୁ ଗିରଫ କରି…

ବିଜେପି ନେତାଙ୍କ ଦ୍ଵାରା ହତ୍ୟା ଅଭିଯୋଗ…

ଭଦ୍ରକ ୨୨।୨: ବିଜେପି ନେତାଙ୍କ ଦ୍ଵାରା ହତ୍ୟା ଅଭିଯୋଗ ଆଣିଲା ବିଜେଡି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ମୃତକ ହେଉଛନ୍ତି…

ପୁରୀରୁ ଜବତ ହେଲା ୧୧୦ ଗ୍ରାମ୍‌ର ଧଳାଜହର

ପୁରୀ, ୯/୨: ପୁରୀ ଚନ୍ଦନପୁର ପୋଲିସ ଭୀମସେନ ପ୍ରଧାନଙ୍କୁ ଜଗନ୍ନାଥ ସଡକ ବୀର ନରସିଂହପୁର ଛକ ଠାରୁ ଗିରଫ କରିଛି। ତା ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୁଲ୍ୟ ୧୦ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।  ଏହାସହ ନଗଦ…

ଦରଭାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଂଗଲରେ ଚଢାଉ କରିଥିଲା।…

ସ୍ବାଭାବିକଠୁ କମ୍ ବର୍ଷା, ଗଞ୍ଜାମରେ ଗଜା…

ଛତ୍ରପୁର : ଜ୍ୟେଷ୍ଠ ସରି ଆଷାଢ଼ ପଶିଲା। ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇନି। ଜୁନ୍ ମାସରେ ସ୍ବାଭାବିକଠୁ କମ୍ ବର୍ଷା ‌ହୋଇଥିବା ବେଳେ ଏଭଳି ପରିସ୍ଥିତି ଜାରି ରହିଲେ ଜିଲ୍ଲାରେ ଗଜା ମରୁଡ଼ି ଆଶଙ୍କା ଏଡ଼ାଇ ଦେଇହେବ ନାହିଁ। ଗୋଟିଏ ପଟେ କରୋନା ମହାମାରୀର…