Jai Odisha
News
Browsing Category

ଜିଲ୍ଲା

ମାନସିକ ପୂରଣ କରୁଛି ୫ଗୋଡ଼ିଆ ଷଣ୍ଢ

ଆଜି କାଲି ବିଶ୍ୱାସ ଅନ୍ଧବିଶ୍ୱାସରେ ମଣିଷ ବଂଚିଛି | ନିଜର ମନସ୍କାମନା ପୁରଣ କରିବା ପାଇଁ ମଣିଷ ଯେ କୌଣସି ସୀମା ମଧ୍ୟ ପାର କରିଯାଉଛି | ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ କି 5 ଗୋଡିଆ ଷଣ୍ଢ ଲୋକଙ୍କ ମାନସିକ ପୁରଣ କରୁଛି | ଯେମିତି ନନ୍ଦୀ କାନରେ ଯେ କୌଣସି କଥା କହିଲେ ପୂରଣ ହେବ ବୋଲି ବିଶ୍ୱାସ ରହିଛି…

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା | ଦୁର୍ଘଟଣା ଘଟେଇଛନ୍ତି କଟକ ମେୟର ସୁବାସ ସିଂ | କଟକ ମେୟର ଙ୍କ ଗାଡି ଧକାରେ ଯୁବକ ଆହତ | ଯୁବକ ଜଣକ ସ୍କୁଟି ଚଳାଉଥିବା ସମୟରେ ମେୟରଙ୍କ ଗାଡି ପଛ ପଟୁ ପିଟିଥିଲା ଯାହାଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ଦୁର୍ଘଟଣା ପରେ ନିଜେ ମେୟର ତାଙ୍କୁ ଏକ ଅଟୋରେ…

ଏଥର ଯାଜପୁର ରେ କିଏ

ରାଜ୍ୟ ରାଜନୀତିରେ ଦବଦବା ନେତା ଓ ଆସନ ହେଉଛି ଯାଜପୁର ନିର୍ବାଚନମଣ୍ଡଳୀ | ଶାସକ ଦଳର ସବୁଠୁ ପାୱାରଫୁଲ ନେତାଙ୍କ ଗଡ଼ | 2009 ରୁ ପ୍ରଣବ ପ୍ରକାଶ ଦାସ କ୍ରମକତା ଯାଜପୁର ଆସନରୁ ପ୍ରାଥୀ ହୋଇଛନ୍ତି ? ଦୀର୍ଘ 15 ବର୍ଷ ହେଲାଣି ବବିଙ୍କ ଶାସନ ଚାଲିଆସିଛି ଯାଜପୁର ନିର୍ବାଚନ ମଣ୍ଡଳୀରେ | ଏଠୁ ବିଗତ ୩ଟି…

କ୍ରୀଡା ଭିତିଭୂମି ବିକାଶ ନାଁ ରେ…

କଟକ : କଟକର ଐତିହ୍ୟ ବାରବାଟୀ ଷ୍ଟାଡିୟମ ନବୀକରଣକୁ ନେଇ ତେଜୁଛି ରାଜନୀତି। ଆଜି ଏନେଇ ମୁଖ୍ୟମନ୍ତ୍ରୀ ୬୦୦କୋଟିର ପ୍ରକଳ୍ପ ଘୋଷଣା କରିଥିବା ବେଳେ ଏପଟେ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ। ବାରବାଟୀ ଷ୍ଟାଡିୟମ ନବୀକରଣ ଓ ବିକାଶ ନାଁରେ ରାଜ୍ୟ ସରକାର…

ମୋଦୀ ସରକାରରେ ଦେଶର ନାରୀଶକ୍ତି ନୂଆ…

ଦେବଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଦେଶର ନାରୀଶକ୍ତି ଓ ମହିଳା ଆଧାରିତ ବିକାଶ ନୂଆ ଉଚ୍ଚତାକୁ ଯାଇଛି ବୋଲି ଶନିବାର ଦେବଗଡ଼ର ରଜାମୁଣ୍ଡା ଅଞ୍ଚଳରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…

ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସମସ୍ତ…

ଢେଙ୍କାନାଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଇମାଟିରେ ବିଜେପିର ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ତରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଅଭିଯାନରେ…

ଆସନ୍ତାକାଲି ଓଡିଶା ଆସୁଛନ୍ତି…

ଭୁବନେଶ୍ୱର : ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁର, ବ୍ରହ୍ମପୁର ଏବଂ ବାରିପଦାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ସୂଚନା ଅନୁସାରେ, ଫେବୃଆରୀ 22 ତାରିଖ ପୂର୍ବାହ୍ନ 10ଟା 50ରେ…

ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ…

ବାଲେଶ୍ୱର : ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀଙ୍କୁ ଅପମାନ. ଚିଠି କରି ଡାକିଲେ ସଭା ମଞ୍ଚକୁ ନଡାକି ତଳେ ବସାଇ ଅପମାନିତ କଲେ. ସରକାରୀ ବିଦ୍ଧି ବ୍ୟବସ୍ଥାକୁ ଭୁଲି ଗଲା ପ୍ରଶାସନ, ସାମ୍ବିଧାନିକ ବ୍ୟବସ୍ତାକୁ ଭୁଲିଗଲେ ବାଲେଶ୍ବର ଜିଲ୍ଲାପାଳ, ସମ୍ମିଳନୀ କରୀ ଅଭିଯୋଗ ଜଣାଇଲେ…

ପୁରୀରୁ କୋଣାର୍କ ଚାଲିବ ଟ୍ରେନ :…

ଭୁବନେଶ୍ୱର : ପୁରୀରୁ କୋଣାର୍କ ଯାଏଁ 32 କିମି ରେଳ ଲାଇନ ତିଆରି ହେବ । ପୁରୀ - କୋଣାର୍କ ରେଳ ଲାଇନ୍ ପାଇଁ 492 କୋଟି ଟଙ୍କା ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରୁଟ ପାଇଁ ଭିଷ୍ଟା ଡୋମ ଟ୍ରେନ ଚାଲିବ । ଟ୍ରେନ ଚାରି ପଟେ କାଚ ଲାଗିବ । ଯାତ୍ରୀ ମାନେ ଯାତ୍ରା ସମୟରେ…

ବ୍ରହ୍ମପୁର ଆସିବେ ରାଷ୍ଟ୍ରପତି

ବ୍ରହ୍ମପୁର : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମପୁର ଆସିବେ. ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ୨୫ ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ଏ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି…