Jai Odisha
News
Browsing Category

ମହାନଗର

ଖଣ୍ଡଗିରି ଯାତ୍ରାକୁ ନେଇ ବିବାଦ

ଭୁବନେଶ୍ୱର : ଯାତ୍ରାକୁ ବଢ଼ିଲା ବିବାଦ। ଖଣ୍ଡଗିରି ଯାତ୍ରାରେ ଡବଲ ସୋ ନେଇ ଥାନାରେ ଫେରାଦ ହେଲା ଯାତ୍ରା କମିଟି। ସେଭେନ୍ ନାଇଟ ସୋରେ ଦୁଇଟି ଯାତ୍ରା କମିଟି ଡବଲ ସୋ କରିବା ନେଇ ଟିକେଟ ବିକ୍ରି ପରେ ବାକି 4 ଟି ଯାତ୍ରା କମିଟି ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଓ ବିଏମସିର ଗାଇଡ ଲାଇନ…

କର୍ପୋରେସନ ବୈଠକ ପାଇଁ ବଢିଲା ଦରମା

ଭୁବନେଶ୍ୱର : କର୍ପୋରେସନ ବୈଠକ ପାଇଁ ବଢିଲା କର୍ପୋରେଟର, ମେୟର ଓ ଡେପୁଟି ମେୟର ଙ୍କ ଦରମା | କର୍ପୋରେସନ ବୈଠକ ପାଇଁ ଅର୍ଥ ରାଶି ପାଇବେ ବିଏମସି ମେୟର, ଡେପୁଟି ମେୟର ଓ କର୍ପୋରେଟର | ଗୋଟିଏ କର୍ପୋରେସନ ବୈଠକ ପାଇଁ ମେୟର 50 ହଜାର, ଡେପୁଟି ମେୟର ପାଇବେ 25 ହଜାର ଓ କର୍ପୋରେଟର ପାଇବେ 10 ହଜାର…

ଐତିହାସିକ ବାରବାଟୀ ଷ୍ଟାଡିଅମ…

କଟକ : ଐତିହ୍ୟ ସଂସ୍କୃତିର ପ୍ରତୀକ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ହେଉଥ‌ିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ | ଐତିହ୍ୟ, ସଂସ୍କୃତି, ପରମ୍ପପରା ଓ ଅସ୍ମିତାର ପ୍ରତୀକ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଯେଉଁ ଉଦ୍ୟମ କରାଯାଇଛି । ତହାକୁ ଉତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ…

ପାଞ୍ଚ ଦଫା ଦାବି ନେଇ ଓପିଜିସି ସଙ୍ଘର…

ଭୁବନେଶ୍ୱର : ଓପିଜିସି ଅଫିସର ଆସୋସିଏସନ, ଓପିଜିସି ଏମପ୍ଲୟର୍ସ ୟୁନିୟନ ଏବଂ ଓପିଜିସି ରିଟାୟର୍ଡ଼ ଏମପ୍ଲୟର୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ 5 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ଓପିଜିସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ବିଶେଷ କରି ପେନସନ ନୀତି କାର୍ଯ୍ୟକାରୀ କରିବା, ଦୁଇଟି…

ନୂଆ ରୂପ ନେବ ବାରବାଟୀ ଷ୍ଟାଡିଅମ

କଟକ : କଟକ ସହରର ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ନବୀକରଣ ହେବା ସହ ଷ୍ଟାଡିୟମର ରୂପରେଖ ବଦଳିଯିବ। ଏହାକୁ ନେଇ ଆଜି ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ…

ନିବେଶ ନାଁ ରେ ଠକେଇ : ଅଭିଯୁକ୍ତ ଫେରାର

ଭୁବନେଶ୍ୱର : ନିବେଶ ନାଁ ରେ ଶହ ଶହ କୋଟି ଠକେଇ। 853 ନିବେଶକଙ୍କ ଠାରୁ 140 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ। ଏମିତିକି ଠକ ସୁଶାନ୍ତ ନାଗ ଘର ମାଲିକଙ୍କୁ ବି ଲଗାଇଛି ଚୁନା। ଏନେଇ ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଛନ୍ତି ନିବେଶକ।ଭୁବନେଶ୍ୱର ନୟାପଲ୍ଲୀରେ ଆଦିତ୍ୟ…

ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ…

ଭୁବନେଶ୍ୱର : ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ. ଏ ନେଇ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧକ୍ଷତା ରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି. ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ , ପୂଜାପଣ୍ଡା ନିଯୋଗ , ସମର୍ଥା, ପାଲିଙ୍କିଆ ନିଯୋଗ…

ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ…

ଭୁବନେଶ୍ୱର : ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅପମାନ. ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତିକୁ ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି. ଏ ନେଇ ଇଣ୍ଟରନେସନାଲ ହ୍ୟୁମାନ ରାଇଟସ କମିଶନ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ…

ଗାଡି ଦୁର୍ଘଟଣାକୁ ନେଇ ବଚସା : ଦୁଇ ଗିରଫ

ଭୁବନେଶ୍ୱର : ସାମାନ୍ୟ ଗାଡି ଦୁର୍ଘଟଣାକୁ ନେଇ ହଣାକଟା ଘଟଣା. ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ. ଗିରଫ ଅଭିଯୁକ୍ତ ମାନେ ହେଲେ ରାଜା ବେହେରା ଏବଂ ସୋମନାଥ. ସୂଚନା ଅନୁସାରେ, ଗତ 16 ତାରିଖରେ ଜଗନ ସାହୁଙ୍କୁ ସୁନ୍ଦରପଦା ବରଗଛ ନିକଟରେ ଅଟକାଇ ମରଣାନ୍ତକ ଆକ୍ରମଣ କରି…

ରିମାଣ୍ଡରେ ଆସିବେ ନିଶା ମାଫିଆ

ଭୁବନେଶ୍ୱର : ରିମାଣ୍ଡରେ ଆସି ଗଞ୍ଜେଇ ଡିଲ ସମ୍ପର୍କରେ ଗୁମର ଖୋଲିବେ ନିଶା ମାଫିଆ.ଝାଡଖଣ୍ଡୀ ନିଶା ମାଫିଆଙ୍କୁ ରିମାଣ୍ଡରେ ଆଣିବ ସ୍ପେଶାଲ କ୍ରାଇମ ୟୁନିଟ. ତିନି ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ହୋଇଛି ଆବେଦନ. ବିଶେଷ କରି ଏହି କାରବାରରେ ଆର୍ଥିକ କାରବର, ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ନେଇ…