Jai Odisha
News
Browsing Category

ମହାନଗର

ରାଜଧାନୀରୁ ଲୁଟ : ଝରକା ତାଡି ଲୁଟିଲେ…

ଭୁବନେଶ୍ୱର : ଘରର ଝରକା ତାଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ. ଏଭଳି ଅଘଟଣ ଘଟିଛି ରାଜଧାନୀ ଭୁବନେଶ୍ୱରର କପିଳପ୍ରସାଦ ଅଂଚଳରେ. ସୂଚନା ଅନୁସାରେ କପିଳ ପ୍ରସାଦ କେଳୁଚରଣ ଲେନ- 5 ରେ ରହୁଥିବା ଧ୍ରୁବ ପାତ୍ର ଦୁଇଦିନ ତଳେ ବାଙ୍ଗାଲୋର ବୁଲିବାକୁ ବାହାରିଥିଲେ. ଗତକାଲି ରାତିରେ ତାଲା…

ବିଏମସି ଅଧିକାରୀଙ୍କ ବିରୋଧରେ ରାସ୍ତାରୋକ

ଭୁବନେଶ୍ୱର : ବିଏମସି ଅଧିକାରୀ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ. ଏମିତି ଦେଖିବାକୁ ମିଳିଛି ଭୁବନେଶ୍ୱରର ଭିଏସଏସ ନଗରରେ. ସୂଚନା ଅନୁସାରେ ଭୁବନେଶ୍ୱର 11 ନମ୍ବର ୱାର୍ଡର ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ ଆକ୍ରୋଶ ମୂଳକ ଭାବେ ଅଳିଆ ପଡିଛି ଦର୍ଶାଇ ଦୁଇଟି…

ରାଜ୍ୟରେ ପ୍ରତିଭା ଖୋଜିବ ପିପୁଲ୍ସ ଫୋରମ

ଭୁବନେଶ୍ୱର : ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳର ମହିଳା ପ୍ରତିଭା ମାନଙ୍କୁ ଅନ୍ୱେଷଣ କରିବ ପିପୁଲ୍ସ ଫୋରମ୍ ଅନୁଷ୍ଠାନ । ଏବର୍ଷର ଥିମ୍ ରହିଛି - ଦେଶ କି ବେଟିୟା, ପେହେଚାନ ହମରି । ବିଶ୍ଵ ମହିଳା ଦିବସରେ ଏହି ମହିଳା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବ । ଏହିବର୍ଷ ମାର୍ଚ୍ଚ ୮ ତାରିଖ…

ପୁଣି ରାଜଧାନୀରୁ ଗଞ୍ଜେଇ ଜବତ : ଦୁଇ…

ଭୁବନେଶ୍ୱର : ଚୋରାଚାଲାଣ ହେଉଥିବା ବେଳେ ରାଜଧାନୀରୁ ଗଞ୍ଜେଇ ଜବତ. ଗତକାଲି ରାତିରେ 73 କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଭରତପୁର ଥାନା ପୋଲିସ. ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ତପୋବନ ଛକ ନିକଟରେ ଏକ ବୋଲର ଜବତ କରିବା ସହ ଏଥିରେ…

ଭୁବନେଶ୍ବରରେ ଖୋଲିଲା ଅତ୍ୟାଧୁନିକ…

ଭୁବନେଶ୍ବର : ଟଙ୍କପାଣି ସ୍ଥିତ ସାଇ ମନ୍ଦିର ଛକ ନିକଟରେ ଖୋଲିଲା ଫିଲ୍ମ ସୁଟିଂ ପାଇଁ ନିର୍ମିତ ଅତ୍ୟାଧୁନିକ ଷ୍ଟୁଡିଓ ସ୍ଵସ୍ତିକ। ପବିତ୍ର ସରସ୍ଵତୀ ପୂଜା ଅବସରରେ ଏହା ଉନ୍ମୋଚିତ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଜଗତ ସହ ସମ୍ପୃକ୍ତ ବହୁ ପ୍ରଯୋଜନା ସଂସ୍ଥା, ସେମାନଙ୍କର ପଦାଧିକାରୀ,…

ଉଦଯାପିତ ହେଲା ୭୦ ତମ ଅଖିଳ ଭାରତୀୟ…

ଭୁବନେଶ୍ୱର : ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ କୁହାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ…

ରାଜ୍ୟ ସ୍ତରୀୟ ଯୁବ ରେଡ କ୍ରସ ଶିବିର…

ଭୁବନେଶ୍ୱର : ଭୁବନେଶ୍ୱର ନୀଳାଚଳ ପଲ୍ଲିଟେକନିକରେ ଫେବୃଆରୀ 6 ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଯୁବ ରେଡ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି l ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଡ. ଧରଣୀଧର ନନ୍ଦ ମୁଖ୍ୟ ଅତିଥି, ନୀଳାଚଳ ପଲିଟେକନିକର ଅଧ୍ୟକ୍ଷ ଇଂ.ବିଷ୍ନୁ ଚରଣ…

ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂ,…

ଭୁବନେଶ୍ୱର, ୮।୪ : ସହରର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସମାଧାନ ହୋଇପାରୁ ନାହିଁ। ମାର୍କେଟରେ ଉଠାଦୋକାନୀଙ୍କ ବେପାରକୁ ବିରୋଧ କରି ପୁଣିଥରେ ବିଏମ୍‌ସିର ଦ୍ୱାରସ୍ଥ ହୋଇଛି ୟୁନିଟ-୨ ସେଣ୍ଟ୍ରାଲ ମାର୍କେଟ…

ଏମବିଏ ଫେଲ୍ କାଚୋରୀ ୱାଲା

ଫାରୁଖବାଦ୍,୬/୧୨: 'MBA Fail Kachori Wala' ... ଉତ୍ତରପ୍ରଦେଶର ଫାରୁଖବାଦ୍ ସହରର ହାଉସିଂ ଡେଭଲପମେଣ୍ଟ କଲୋନୀରେ ଲୋହିଆ ପ୍ରତିମୂର୍ତ୍ତି ନିକଟରେ  ହ୍ୟାଣ୍ଡକାର୍ଟ ଦୋକାନ ଲୋକମାନକୁ ବହୁ ଆକର୍ଷଣ କରୁଛି ।  ଜଣେ ଯୁବକ ତାଙ୍କ ପୁତୁରା ସହିତ ଏଠାରେ ପନିପରିବା ସହିତ ସର୍ଟବ୍ରେଡ୍ ବିକ୍ରି କରୁଛନ୍ତି। …

ଦରଭାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଂଗଲରେ ଚଢାଉ କରିଥିଲା।…