Jai Odisha
News
Browsing Category

ଖେଳ

ଜାତୀୟ ମାଷ୍ଟର ଆଥ୍ଲେଟିକ୍…

ଭୁବନେଶ୍ବର: ଜାତୀୟ ମାଷ୍ଟର ଆଥଲେଟିକ୍ ଆସୋସିଏସନର ୩୧ତମ କ୍ରୀଡ଼ା ପ୍ରତିଯୋଗିତା ମହାରାଷ୍ଟ୍ରର ପୁନେଠାରେ ଗତ ଫେବୃଆରୀ ୧୩ ରୁ ୧୭ତାରିଖ ପର୍ଯ୍ଯନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩୦ଜଣ ପ୍ରତିଯୋଗୀ ଭାଗନେଇ ବିଭିନ୍ନ ବର୍ଗରେ ୧୦ଟି ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।…

ନୂଆ ରୂପ ନେବ ବାରବାଟୀ ଷ୍ଟାଡିଅମ

କଟକ : କଟକ ସହରର ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ନବୀକରଣ ହେବା ସହ ଷ୍ଟାଡିୟମର ରୂପରେଖ ବଦଳିଯିବ। ଏହାକୁ ନେଇ ଆଜି ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ…

ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ…

ଭୁବନେଶ୍ଵର : ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯିବ. ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ…

ବି.ଡବ୍ଲୁ.ଏଫ୍ ପାରା ବ୍ୟାଡମିଣ୍ଟନ ବିଶ୍ୱ…

ଭୁବନେଶ୍ୱର : ଥାଇଲାଣ୍ଡର ପଟାୟା ସହରରେ ଆସନ୍ତା ୨୦ ଫେବୁୟାରି ଠାରୁ ୨୫ ଫେବୁୟାରି ୨୦୨୪ ହେବାକୁ ଥିବା ବି.ଡବ୍ଲୁ.ଏଫ୍ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନସିପ୍ ରେ ପାରା ଆଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା *ପ୍ରମୋଦ ଭାଗବତ* SL-3 ବର୍ଗ ଏବଂ ଆଉ ଅନ୍ୟା ଓଡ଼ିଆ SL-4 ବର୍ଗରେ *ଦୀପ ରଞ୍ଜନ ବିଶୋଇ*…

ରଣଜୀ ଟ୍ରଫି 2024: ଦିଲ୍ଲୀ ବିପକ୍ଷରେ…

ନୂଆଦିଲ୍ଲୀ : ଚଳିତ ବର୍ଷ ରଣଜୀ ସିଜିନରେ ଚତୃର୍ଥ ପରାଜୟ ବରଣ କରିଛି ଓଡିଶା. ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ 7 ଓ୍ଵିକେଟରେ ପରାଜୟ ବରଣ କରିଛି ଓଡିଶା. ପ୍ରଥମ ଇନିଂସରେ 440 ରନ କରିଥିଲେ ସୁଦ୍ଧା ଦ୍ଵିତୀୟ ଇନିଂସରେ…

ବୈଦିକରେ ଉଦଘାଟିତ ହେଲା ରୋହିତ ଶର୍ମା…

ସମ୍ବଲପୁର : ସମ୍ବଲପୁରର ବୈଦିକ ଇଣ୍ଟରନେସନାଲ ସ୍କୁଲରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶ୍ରୀ ରୋହିତ ଶର୍ମାଙ୍କ କ୍ରିକକିଙ୍ଗଡମ କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ ହୋଇଯାଇଛି. ଏଥିରେ ରୋହିତ ଶର୍ମାଙ୍କ ଭାଇ ତଥା କ୍ରିକକିଙ୍ଗଡମ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ବିଶାଳ ଶର୍ମା ଓ ଉପ-ଅଧ୍ୟକ୍ଷ ପରାଗ ଦାହିୱାଲ…

ଓଡ଼ିଶାରେ ଏକକାଳୀନ ୪୧ଟି କ୍ରିକେଟ…

ଭୁବନେଶ୍ୱର,୧୬/୦୨/୨୦୨୪ : କ୍ରିକେଟପ୍ରେମୀ ତଥା ଯୁବପିଢୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟରେ କ୍ରିକେଟର ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୃହତ ଯୋଜନା ହାତକୁ ନେଇଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏକକାଳୀନ ୪୧ଟି କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବ । ଚଳିତ ମାସ…

ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ…

ଭୁବନେଶ୍ୱର : ଦୁବାଇରେ ସମାପ୍ତ ହୋଇଯାଇଛି ବିଶ୍ୱ ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ ୨୦୨୪. ଏହି ପ୍ରତିଯୋଗିତା ୟୁଏଇ ର ଦୁବାଇ ସହରେ ଫେବୃଆରୀ ୧୨ -୧୫ ପାର୍ଯ୍ୟନ୍ତ ଚାଲୁଥିଲା। ଶେଷ ଦିନରେରେ ଆମ ଓଡ଼ିଶାର ସୁଚିତ୍ରା ପରିଡ଼ା ମହିଳା F-55 ବର୍ଗରେ ୧୨.୮୬ ମିଟର ଜାଭେଲିନ ଫୋପଡି ୫ମ ସ୍ଥାନ ଅଧିକାର…

ରାଜ୍ୟ ସ୍ତରୀୟ ପାରା ସନ୍ତରଣ…

ଭୁବନେଶ୍ୱର : ଚଳିତ ବର୍ଷ ଫେବୃଆରୀ ୧୨ ଏବଂ ୧୩ ଦୁଇଦିନ ଧରି ରାଜ୍ୟ ସ୍ତରୀୟ ପାରା ସନ୍ତରଣ ପ୍ରତିଯୋଗିତା ୨୦୨୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଥିବା ବିଜୁ ପଟନାୟକ ସ୍ଵିମିଙ୍ଗ ପୁଲରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗୀତାଟି ପାରା ସ୍ପୋର୍ଟସ ଆସୋସିଏସନ଼ ଓଡ଼ିଶା, ରାଜ୍ୟ କ୍ରୀଡା ବିଭାଗ ମିଳିତ…

କାନାରା ବ୍ୟାଙ୍କ କ୍ରିକେଟ ଲିଗ ୨୦୨୪…

ଭୁବନେଶ୍ୱର : କାନାରା ବ୍ୟାଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ କ୍ରିକେଟ ଲିଗ ମ୍ୟାଚ ଉଦଯାପିତ ହୋଇଯାଇଛି. ଏହି ମ୍ୟାଚରେ ସମୁଦାୟ ୧୨ ଟି ଟିମ୍ ଯୋଗଦେଇଥିଲେ l ଶେଷ ମ୍ୟାଚରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଘରୋଇ ଟିମ୍ କାନାରା ବ୍ୟାଙ୍କ କୁ ୮ ରନ୍ ରେ ହରାଇ କାନାରା ବ୍ୟାଙ୍କ ଦ୍ୱାରା ଆୟୋଜିତ ପ୍ରଥମ ମ୍ୟାଚ…