Jai Odisha
News
Browsing Category

ରାଜ୍ୟ

ମୋହନ ମାଝୀ ହେବେ ଓଡ଼ିଶାର ନୂଆ…

ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳର ବୈଠକରେ ତାଙ୍କ ନାଁ ଉପରେ ମୋହର ଲାଗିଛି। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ…

୩୦ ଜୁନ୍‌ ପର୍ଯ୍ୟନ୍ତ କାହାରିକୁ ଛୁଟି…

ଜୁନ୍‌ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଏନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି କରାଯାଇଛି। ୩୦ ଜୁନ୍‌ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ…

ଆରମ୍ଭ ହୋଇ ଯାଇଛି ସମୀକ୍ଷା : ଖୁବ୍…

ଖୁବ୍ ଶୀଘ୍ର ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ୪ ଦ୍ୱାର । ଏନେଇ ଆରମ୍ଭ ହୋଇ ଯାଇଛି ସମୀକ୍ଷା । ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଦେଇଥବବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଆରମ୍ଭ କରି ଦେଇଛି । ଏହି ପରିପ୍ରେକ୍ଷୀରେ ଚାରି ଦ୍ୱାରା ଖୋଲିବାକୁ ନେଇ ଅତିରିକ୍ତ…

ରାଜ୍ୟରେ ଆହୁରି ତିନରୁ ଚାରି ଦିନ…

ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ । ଫଳରେ ରାଜ୍ୟରେ ଆହୁରି ତିନରୁ ଚାରି ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ବିଶେଷ କରି ଉତର ଓ ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ସେପଟେ ରାଜ୍ୟରେ ଅଂଶୁଘାତର ମାମଲା ବଢୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।…

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ…

ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି ବିଜେପିର ୫ ବରିଷ୍ଠ ନେତା । ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଓ ସମୀର ମହାନ୍ତି ନବୀନ…

ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ…

ଭୁବନେଶ଼୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି । ନବନିର୍ବାଚିତ ବିଧାୟକ ଏବଂ ଭାଜପା ନେତାଙ୍କ…

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ…

ଆସନ୍ତା ୧୩ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ସାମ୍ବାଦିକ ମାନେ ଲୋକସେବା ଭବନକୁ ଯିବା ଉପରେ କଟକଣା ଲଗାଇଥିଲେ ବିଜେଡି ସରକାର। ୨୦୨୦ ମାର୍ଚ୍ଚ ମାସ କରୋନା କାଳରୁ ଏହି କଟକଣା ଲାଗିରହିଥିଲା। ଏହାକୁ…

ବୁଧବାର ଅପରାହ୍ଣ ୧ଟା ପରେ ଭୁବନେଶ୍ୱର…

ବୁଧବାର ଅପରାହ୍ଣ ୧ଟା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ଏକ୍ଜିକ୍ୟୁଟିଭ୍‍ ମାଜିଷ୍ଟ୍ରାଲ୍‍ କୋର୍ଟ ବନ୍ଦ ରହିବ । ନୂଆ ସରକାର ଗଠନ ତଥା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣକୁ ଆଖି ଆଗରେ ରଖି ରାଜସ୍ୱ ଓ ପରିଚାଳନା ବିଭାଗ ଏହି ନିର୍ଦ୍ଦେଶ…

୮ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି…

ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି। ପ୍ରଚଣ୍ଡ ତାତି ନେଇ ୮…

ଆରମ୍ଭ ହୋଇନାହିଁ ବର୍ଷା :ଚିନ୍ତା…

ରାଜ୍ୟରେ ହୋଇ ନାହିଁ ମୌସୁମୀ ବର୍ଷା। ମାତ୍ର ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗ। ଚଳିତ ବର୍ଷ ରାଜ୍ୟରେ ଏଯାଏଁ ୨୩୫ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ମାନଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ପୁରୀ ଓ ଭୁବନେଶ୍ୱରର, ମାଲକାନଗିରିରୁ ବାସିନ୍ଦା ରହିଛନ୍ତି। ଡେଙ୍ଗୁ ପାଇଁ ସତର୍କ ରହିବା ସହ ଚିକିତ୍ସା ପାଇଁ…