Jai Odisha
News
Browsing Category

Uncategorized

ସ୍ତ୍ରୀକୁ ‘ସେକେଣ୍ତ ହ୍ୟାଣ୍ତ’…

ସ୍ତ୍ରୀ କୁ ସେକେଣ୍ଡ ହ୍ୟାଣ୍ଡ ଡାକିବା ଭାରି ପଡିଲା ସ୍ୱାମୀକୁ | ଯାହା ପାଇଁ ତାଙ୍କୁ 3 କୋଟି ଟଙ୍କାର କ୍ଷତିପୁରଣ ଦେବାକୁ ପଡିଛି | ଏଭଳି ରୋଚକ ତଥ୍ୟ ସାମନାକୁ ଆସିଛି | ଉଭୟ ଆମେରିକାର ବାସିନ୍ଦା | ୩ ଜାନୁଆରୀ ୧୯୯୪ରେ ମୁମ୍ବାଇରେ ବିବାହ କରିଥିଲେ । ପରେ ୨୦୦୫ ମସିହାରେ ସେ ମୁମ୍ବାଇରେ ଦୁହେଁ ରହିବା…

ବିଜେଡ଼ିରେ ମିଶିଲେ ମନ୍ମଥ : ପୁଅ କିମ୍ବା…

ସମସ୍ତ କଳ୍ପନା ଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜେଡ଼ିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । କିଛି ଦିନ ହେବ ସେ ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଜେଡ଼ିରେ ସେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବହୁ…

ପଖାଳକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି

ସବୁ ଓଡ଼ିଆଙ୍କ ପ୍ରିୟ ପଖାଳ | କାହିଁ କେଉଁ କାଳରୁ ରହିଆସିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଖାଳ ଖିଆ ପରମ୍ପରା | ପାଟିକୁ ସୁଆଦ ପେଟକୁ ହିତ | ଗରିବ ହେଉ କି ଧନୀ ପଖାଳ ଗଣ୍ଡେ ଖାଇଦେଲେ ମେଣ୍ଟିଯାଏ ସବୁ ଥକାପଣ | ଆସନ୍ତା 20 ତାରିଖରେ ପଖାଳ ଦିବସ ଥିଲେ  ଏହାକୁ ପ୍ରଚାର ପ୍ରସାର ପାଇଁ ନିସ୍ପତି ନେଇଛନ୍ତି…

ରାଜ୍ୟରେ ଗଠନ ହେଲା ନୂଆ ଏନଏସି

ପୁଣି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନ ଜିଲ୍ଲା ଗସ୍ତରେ ଥିବାବେଳେ ଲୋକମାନଙ୍କ ଅଭିଯୋଗ ଓ ବିକାଶକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଲେ ମୁଖ୍ୟମନ୍ତ୍ରୀ । ନିଷ୍ପତି ଅନୁସାରେ ୧୩ ଟି ଜିଲ୍ଲାରେ ୨୨ ଟି ବିଜ୍ଞାପିତ ଅଂଚଳ ହେବା ସହ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ ହୋଇଛି…

ଲେମ୍ବୁର ମୂଲ୍ୟ ୩୫୦୦୦ ହଜାର

ସାଧାରଣତଃ ସମସ୍ତେ ଜାଣନ୍ତି କି ଗୋଟିଏ ଲେମ୍ବୁର ମୁଲ୍ୟ ୩-୫ ଟଙ୍କା ମଧ୍ୟରେ ହୋଇଥାଏ । ଋତୁ ଅନୁସାରେ ଲେମ୍ବୁର ମୂଲ୍ୟ ବଢିଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ଲେମ୍ବୁର ଦାମ ୩୫ ହଜାର ଟଙ୍କା । ନିକଟରେ ତାମିଲନାଡୁରେ ଗୋଟିଏ ଲେମ୍ବୁ ୩୫୦୦୦ ଟଙ୍କାରେ ନିଲାମ ହୋଇଥିବାର ଖବର ସାମନାକୁ…

ୟୁ ଟ୍ୟୁବରୁ ରୋଜଗାର

ଆଜିର ଏହି ସୋସିଆଲ ମିଡିଆର ଯୁଗରେ, ୟୁଟ୍ୟୁବ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟାର୍‌ମାନଙ୍କର ରାଜ ଚାଲିଛି । ଅନେକ ଲୋକ ୟୁଟ୍ୟୁବ୍‌ରେ ଭିଡିଓ ଅପଲୋଡ୍ କରି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ଏଥିରେ କ୍ୟାରିୟର ମଧ୍ୟ ଗଢିଛନ୍ତି। ୟୁଟ୍ୟୁବରେ ଯେକେହି ବି ହୁଅନ୍ତୁ…

କଣ ରହିଛି ରତ୍ନ ଭଣ୍ଡାର ରେ

କିଛି ବର୍ଷ ହେଲାଣି ଚର୍ଚ୍ଚାରେ ଅଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର | ହେଲେ କଣ ରହିଛି ତା ଭିତରେ କେହି ଜାଣିନାହାନ୍ତି | ରକ୍ଷଣା ବେକ୍ଷଣା ଅଭାବରୁ କେତେକ ନଷ୍ଟ ହୋଇ ଯାଇଛି ତ କେତେକ ଚୋରି ହୋଇଥିବାର ଅଭିଯୋଗ ହୋଇଛି | ଏ ସବୁ ଭିତରେ ମନରେ ଗୋଟେ ପ୍ରଶ୍ନ ଉଠେ କଣ ଅଛି ରତ୍ନ ଭଣ୍ଡାର ରେ ? ଜଗତର ନାଥ…

14 ମାର୍ଚ୍ଚ ରେ ସୂର୍ଯ୍ୟଙ୍କ ମୀନ ରାଶିରେ…

ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନ ସମସ୍ତ ଗ୍ରହମାନଙ୍କର ଆରାଧ୍ୟ ଦେବତା | ସେ ଗୋଟେ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କଲେ ସବୁ ରାଶି ଉପରେ ପ୍ରଭାବ ପଡିଥାଏ | ସୂର୍ଯ୍ୟ ଭଗବାନ ମାର୍ଚ୍ଚ 14, 2024 ରେ ମୀନ ରାଶିରେ ପ୍ରବେଶ କରିବେ। ପଣ୍ଡିତ ଚନ୍ଦ୍ରଶେଖର ମାଲାଟେରଙ୍କ ଅନୁଯାୟୀ ସୂର୍ଯ୍ୟ…

ପ୍ରଥମ ମହିଳା ସ୍ନାଇପର ସୁମନ କୁମାରୀ

ଯୁଗ ବଦଳିଲାଣି | ସମୟର ତାଳ ଦେଇ ମହିଳାମାନେ ଆଗେଇ ଚାଲିଛନ୍ତି ପୁଅ ମାନଙ୍କ ସହ ସମାସ୍କନ୍ଦ ହେବା ପାଇଁ | କିଛି ଜଣ ନିଜ ସ୍ୱପ୍ନକୁ ପୁରଣ କରିବା ପାଇଁ ଆଗେଇଚାଲିଛନ୍ତି ଆଉ ସଫଳ ମଧ୍ୟ ହେଉଛନ୍ତି | ଯେପରିକି ଭାରତର ପ୍ରଥମ ମହିଳା ସ୍ନାଇପର ସୁମନ କୁମାରୀ । ହିମାଞ୍ଚଳ ପ୍ରଦେଶର ମଣ୍ତିଜିଲ୍ଲାର ଏକ…

ମୁଁ ପରିପୂର୍ଣ୍ଣା ମୁଁ ହିଁ ସମ୍ପୂର୍ଣ୍ଣା

ଝିଅଟିଏ ଜନ୍ମ ହେଲେ ପରିବାର ଓ ସମାଜ ନାରୀକୁ ଦୋଷ ଦିଅନ୍ତି | ସମାଜ ଏବେ ବି ସେଇ କୁସଂସ୍କାର ରେ ବଞ୍ଚିରହିଛି ଯେ ନାରୀ ହେଉଛି ବୋଝ | କାହିଁ କେତେ ଜାଗାରେ ଝିଅ ଟିକୁ ଜନ୍ମ ଦେଇ ତାକୁ ମରିବା ପାଇଁ ଫୋପାଡ଼ି ଦିଅନ୍ତି | ହେଲେ ସେମାନେ ଭୁଲିଯାନ୍ତି ଦେଶ ର ସର୍ବୋଚ୍ଚ ଶିଖରରେ ଯେଉଁ…