Jai Odisha
News
Browsing Category

Uncategorized

ନାରୀମାନଙ୍କ ପାଇଁ ପଦେ

ଆଜି ହେଉଛି ଆନ୍ତର୍ଜାତିକ ମହିଳା ଦିବସ | ମହିଳା ଓ ପୁରୁଷ ଉଭୟ ମୁଦ୍ରାର ଦୁଇ ପାର୍ଶ୍ୱ ପରି | ଦୁହେଁ ଦୁହିଁଙ୍କ ବିନା କିଛି ବି ସମ୍ଭବ ନୁଁହ | ନାରୀ ମାନଙ୍କ ସ୍ଥାନ ସବୁବେଳେ ସର୍ବୋଚ୍ଚ ସ୍ଥାନରେ | ନାରୀମାନ ଙ୍କ ଜାଗା ପାଦ ତଳେ ନୁଁହ ସର୍ବଦା ମସ୍ତକରେ | ପାପର ବିନାଶ ପାଇଁ ଓ ସଂସାରର ରକ୍ଷା…

ମହିଳାଙ୍କ ମୁଣ୍ଡରେ ପହଁରୁଛନ୍ତି ମାଛ ,…

ବର୍ତ୍ତମାନ ସମୟରେ ଆପରମାନେ ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷମାନଙ୍କର ବିଭିନ୍ନ ପ୍ରକାରର କେଶର ଡ଼ିଜାଇନ ଦେଖିଥିବେ । କିଏ କେଶରେ ବିଭିନ୍ନ ପ୍ରକାରର ରଙ୍ଗ କଲାଣିତ ଆଉ କିଏ କେଶରେ ଘୋଡ଼ା ହାତୀ ହଂସ ବନାଇଲାଣି । କିନ୍ତୁ ବର୍ତ୍ତମାନ ଜଣେ ମହିଳା ନିଜ କେଶରେ ଏପରି ଡ଼ିଜାଇନ କରିଛନ୍ତି ଯାହା କେବଳ…

ବିଜେଡି ଛାଡିଲେ ଅରବିନ୍ଦ ଢାଲି

ବିଜେଡି ଛାଡିଲେ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଅରବିନ୍ଦ । ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ…

ଲିପ୍ ଡେରେ ଗୁଗଲର ସ୍ୱତନ୍ତ୍ର ଡୁଡଲ୍,…

ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରତିବର୍ଷ ଫେବୃଆରୀରେ କାହିଁକି ଅତିରିକ୍ତ ଦିନ ଆସେ? ଏହି ଅତିରିକ୍ତ ଦିନରେ, ଗୁଗୁଲ ଆଜି ଏକ ସ୍ୱତନ୍ତ୍ର ଡୁଡଲ୍ ସହିତ 'ଲିପ୍ ଡେ' ପାଳନ କରୁଛି ଯାହା ଅତ୍ୟନ୍ତ ଆକର୍ଷଣୀୟ । ଏହି ଅନନ୍ୟ ଦିନଟି ପ୍ରତି ୪ ବର୍ଷରେ ଥରେ ଆସେ, । ଗୁଗୁଲ ଏକ ଖେଳୁଥିବା ବେଙ୍ଗର ଏକ…

ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨…

ଭୁବନେଶ୍ୱର: ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ । ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ମୂଲ୍ୟାୟନ ଆରମ୍ଭ ହେବ । ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ। ମାର୍ଚ୍ଚ…

ଭକ୍ତଙ୍କ ପାଇଁ ଲାଗିବ ମହାପ୍ରସାଦର ରେଟ୍…

ପୁରୀ,୧୫ା୭: ଭକ୍ତଙ୍କ ପାଇଁ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ |ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁଆର ମହାସୁଆର ନିଯୋଗ, ପରିଚାଳନା କମିଟି ସଦସ୍ୟ,…

ଯୁକ୍ତ ଦୁଇ ଶ୍ରେଣୀ ଥିବା ହାଇସ୍କୁଲରେ…

ଭୁବନେଶ୍ୱର,୧୧।୭:   ଚଳିତ ବର୍ଷ ୧୦୬ ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ   ବିଦ୍ୟାଳୟରେ ଯୁକ୍ତଦୁଇ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ   ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ…

ଭୁବନେଶ୍ୱର,୨୬।୬: ରାଜ୍ୟ ସରକାର ଆଉ ୨ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ରେ ଥଇଥାନ କରିଛନ୍ତି । ଏହାସହିତ ଓପିଏସସି ଅଧ୍ୟକ୍ଷଙ୍କୁ ମିଶାଇ ସଦସ୍ୟ ସଂଖ୍ୟା ମୋଟ ୬ରେ ପହଂଚିଛି । ଓଡ଼ିଶା ଲୋକସେବା ଆୟୋଗରେ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତିଙ୍କ ସମେତ ଓଡ଼ିଶା ସରକାରରେ…

ଏପ୍ରିଲରେ ୫୦୩୬ କୋଟି ଟଙ୍କାର ଜିଏସଟି…

ଭୁବନେଶ୍ବର ,୨।୫: ଏପ୍ରିଲରେ ଜିଏସଟି ଆଦାୟରେ ସର୍ବକାଳୀନ ରେକର୍ଡ। ୨୦୨୩ ଏପ୍ରିଲରେ ଦେଶରେ ସାମଗ୍ରୀ ଓ ସେବା ଟିକସ ଆଦାୟ ପ୍ରଭାବଶାଳୀ ହୋଇଛି ।୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲରେ ଜିଏସଟି ବାବଦରେ ଓଡ଼ିଶା ୫୦୩୫.୭୪କୋଟି ଟଙ୍କା ସଂଗ୍ରହ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ…

ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ

ଭୁବନେଶ୍ୱର,୭।୪:ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ । ସ୍ଵାସ୍ଥ୍ୟର ଯତ୍ନ ନେଇ ସଵୁଠି ସଚେତନତାର ବାର୍ତ୍ତା ।  ରାଜ୍ୟରେ ପ୍ରଥମ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ୨୦୨୩ ମାର୍ଚ୍ଚ ୫ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ଏହାର କୁଳପତି ଭାବେ ବିଶିଷ୍ଟ ମୂତ୍ରଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଦତ୍ତେଶ୍ୱର ହୋତାଙ୍କୁ…