Jai Odisha
News

ଡାଲିରେ 24 କ୍ୟାରେଟ ସୁନା

ଆଜି କାଲି ଲୋକମାନଙ୍କର ସୁନା ପିନ୍ଧିବାରେ ବାହୁତ ସଉକ ଥାଏହେଲେ ସ୍ୱାଦ ବଢାଇବା ପାଇଁ ସୁନାର ବ୍ୟବାହର ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେଲେ ବି ସତ କଥା । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେଲିବ୍ରିଟି ସେଫ ରଣବୀର ବରାର ଦୁଇବାରେ ନିଜର ରେସ୍ତୋରାଁ କଶକନରେ ଏକ ସ୍ୱତନ୍ତ୍ର ପ୍ରକାର ଡାଲି ପରିବେଷଣ କରୁଛନ୍ତି ।ଯାହା ଉପରେ ସେ ୨୪ କ୍ୟାରେଟର ସୁନା ଛୁଙ୍କ ଦେଉଛନ୍ତି । ଏହି ଆଇଟମର ନାଁ ରହିଛି ଦାଲ କଶକନ । ଏହା ସବୁଠୁ ବିଶ୍ୱର ଦାମୀ ଡାଲି ମଧ୍ୟରେ ଅନ୍ୟତମ । ଏହାର ଦାମ ଭାରତୀୟ ମୁଦ୍ରାରେ ୧୩୦୦ ଟଙ୍କା । ଡାଲିକୁୟ କାଠ ସିନ୍ଦୁକରେ ରଖି ଗ୍ରାହକଙ୍କ ସାମନାରେ ଡାଲି ଉପରେ ସୁନାର ଛୁଙ୍କ ଦିଆଯାଇଥାଏ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେଚ ଖୁବ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.