Jai Odisha
News

ମେଂଟ ପାଇଁ ଅଟକିଛି କଂଗ୍ରେସର ଟିକେଟ

ଚାରିଆଡେ ମେଂଟ ଚର୍ଚ୍ଚା । ସେହି ମେଂଟକୁ ଚାହିଁ କଂଗ୍ରେସ ଏବେ ନୂଆ ଗୋଟି ଚଲାଉଛି । ମେଂଟ ହେଲେ ଅନେକ ଆସନରେ ବର୍ତମାନର ସମୀକରଣ ବଦଳିବ । ଅନେକ ଆସନରେ କଂଗ୍ରେସରେ ନାହାନ୍ତି ଦମଦାର ପ୍ରାର୍ଥୀ । କିନ୍ତୁ ଦଳ ଏବେ ବି ଚାହିଁଛି ମେଂଟକୁ । ଦଳ ଆଶା ରଖିଛି ବିଜେଡି-ବିଜେପି ମେଂଟ ହେଲେ ଅନେକ ନେତା ମାନେ ଦଳ ଛାଡି ଆସିବେ କଂଗ୍ରେସକୁ । ଲୋକଦେଖି ଟିକେଟ ବାଂଟିବ କଂଗ୍ରେସ । ସେଥିପାଇଁ ବିଧାନସଭା ଓ ଲୋକସଭା ଟିକେଟ ବାଂଟୁନି କଂଗ୍ରେସ । ଲୋକସଭା ନିର୍ବାଚନ କଂଗ୍ରେସ ଦେଶରେ ୪୩ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଏହି ମେଂଟ ଉପରେ କଂଗ୍ରେସ ନଜର ଖୁବ ଜୋରସେ ରହିଛି ।

Leave A Reply

Your email address will not be published.