Jai Odisha
News

EVMରେ ହେବ ଏଥର ପୌର ନିର୍ବାଚନ

ଭୁବନେଶ୍ୱର ,୧୦।୦୨ :  ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାକୁ ଯାଉଛି ।  ଇଭିଏମ୍‌ରେ ହେବ ଏଥର ପୌର ନିର୍ବାଚନ । ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏହି  ସୂଚନା ଦେଇଛନ୍ତି । ତେବେ ଏହି ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ରେ ହେବାକୁ ଯାଉଛି । ଏନେଇ ପ୍ରତି ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍ ମେସିନ୍ ରଖାଯିବ ।  ଗୋଟିଏ ଇଭିଏମ୍ କାଉନସିଲର/ କର୍ପୋରେଟରଙ୍କୁ ଭୋଟ୍ ଦେବା ପାଇଁ ଉଦ୍ଧିଷ୍ଟ ରହିବ ଅନ୍ୟଟି ପୌରାଧ୍ୟକ୍ଷ୍ୟ ଓ ମେୟରଙ୍କୁ ଭୋଟ୍ ଦେବା ପାଇଁ ଉଦ୍ଧିଷ୍ଟ ରହିବ ବୋଲି ଆଜି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.