Jai Odisha
News

ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ୭ହଜାର ଟଙ୍କାକୁ ବୃଦ୍ଧି

ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଶାକର୍ମୀ ମାନେ ମାସିକ ୪,୫୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ଏହାକୁ ୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହିତ ସେବାନିବୃର୍ତ୍ତି ପ୍ରୋତ୍ସହନ ରାଶି ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଉପକୃତ ହେବେ ୪୯ହଜାର ୫୨୨ ଆଶାକର୍ମୀ। ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲା ଗସ୍ତ ବେଳେ ଆଶାକର୍ମୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ଏଥିପାଇଁ ବର୍ଷକୁ ୨୦୮କୋଟି ଟଙ୍କା ଖର୍ଚ୍ଚ କରିବେ।

Leave A Reply

Your email address will not be published.