Jai Odisha
News

ବିମାନରୁ ସିଟ ଗଦି ଗାଏବ |

 

ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସିଟରୁ ଗଦି ହୋଇଯାଇଛି ଗାୟବ | ଏଥିରେ ଯାତ୍ରା କରୁଥିବା ଯାତ୍ରୀ ଜଣେ ଅସୁବିଧାର ସମୁଖୀନ ହୋଇଛନ୍ତି | ଯାତ୍ରୀ ଜଣକ ହେଉଛନ୍ତି ଯବନିକା ଶାହା | ସୂଚନା ମୁତାବକ ତାଙ୍କୁ ଯେଉଁ ସିଟ ପ୍ରଦାନ କରାଯାଇଥିଲା ସେଥିରେ ଗଦି ନ ପଡ଼ିଥିବାରୁ ସେ ରାଗି ଯାଇଥିଲେ |
ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଏହିଁ ଘଟଣା ବାବଦରେ ଲେଖିଥିବା ବେଳେ ଗଦି ନଥିବା ସିଟ୍‌ର ଏକ ଫଟୋ ମଧ୍ୟ ଅପ୍‌ଲୋଡ କରିଛନ୍ତି। ଏଥିପାଇଁ ବିମାନ ପରିଚାରିକା ଯାତ୍ରୀଙ୍କୁ କ୍ଷମାପ୍ରାର୍ଥନା କରିଥିଲେ | ଏପରି ଭୁଲ ଆଉ ହେବ ନାହିଁ ବୋଲି ମଧ୍ୟ ବିମାନ ପରିଚାରିକା କହିଛନ୍ତି

Leave A Reply

Your email address will not be published.