Jai Odisha
News

ମୋଦିଙ୍କୁ ମିଳିଛି ହତ୍ୟା ଧମକ

ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ | କାରଣ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ | ହତ୍ୟା ଧମକ ଦେଇଛନ୍ତି ହାଇଦ୍ରାବାଦର ଜଣେ ଯୁବକ | ଯୁବକ ଙ୍କ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଉଛି | ଯୁବକ ଜଣଙ୍କ ଭିଡିଓ ଜରିଆରେ କହିଛନ୍ତି ଯଦି କଂଗ୍ରେସ କ୍ଷମତା କୁ ନ ଆସେ ତାହାଲେ ସେ ମୋଦିଙ୍କୁ ହତ୍ୟା କରିବେ | ଏହାକୁ ନେଇ କର୍ଣ୍ଣାଟକ ୟାଦଗିରିରେ ପୋଲିସ ମାମଲା ରୁଜୁ କରିଛି | ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଏମିତି ଅନେକ ଥର ହତ୍ୟା ଧମକ ମିଳିଛି | ଏହାକୁ ଦେଖି ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି ଜୋରଦାର କରାଯାଇଛି |

Leave A Reply

Your email address will not be published.