Jai Odisha
News

ମା’ଙ୍କୁ ମୋଦିଙ୍କ ଉପହାର : ୧୦୦ କମିଲା ଗ୍ୟାସ ଦର

ମହିଳା ଦିବସରେ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଘୋଷଣା କରିଛନ୍ତି। ଗ୍ୟାସ ସିଲିଣ୍ଡର ପିଛା ୧୦୦ଟଙ୍କା ହ୍ରାସ କରିଥିବା ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ମୋଦୀ। ଏହାଦ୍ୱାରା ଦେଶର କୋଟି କୋଟି ପରିବାରର ଆର୍ଥିକ ଚାପ କମିବ ଏବଂ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବ। ବିଶେଷ କରି ନାରୀ ଶକ୍ତି ଏହାଦ୍ୱାରା ଉପକୃତ ହେବ ବୋଲି ମୋଦୀ କହିଛନ୍ତି।

Leave A Reply

Your email address will not be published.