Jai Odisha
News

ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ୨.୦ ସଂସ୍କରଣ ଆରମ୍ଭ

ନିର୍ବାଚନ ପାଇଁ ଗୋଟିକ ପରେ ଗୋଟିଏ ଜନତାଙ୍କୁ ଉପହାର ଦେଉଛନ୍ତି ସରକାର। ତେବେ DA ବଢିବା ଘୋଷଣା ଭିତରେ ଲୋକଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି। ମୋଦି ସରକାର ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ୨.୦ ସଂସ୍କରଣ ଆରମ୍ଭ କରିଛନ୍ତି। ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିନକୁ ଦିନ ବଢିବା କାରଣରୁ ଲୋକମାନେ ଏହାକୁ କିଣିପାରୁ ନାହାନ୍ତି। ତେବେ ସମସ୍ତଙ୍କ ପାଇଁ ମୋଦି ସରକାର ବଡ ଘୋଷଣା କରିଛନ୍ତି।

ଏହି ଯୋଜନା ଅଧିନରେ ମହିଳାଙ୍କୁ ମାଗଣା ସିଲିଣ୍ଡର ମିଳିବ। ଏହି ଯୋଜନା ପାଇଁ ଆବେଦନ କରିବା ଏବଂ ଗ୍ୟାସ ସଂଯୋଗ ମାଗଣା ପାଇବା ପାଇଁ କେଣସି ଦେୟ ଦେବାକୁ ପଡିବ ନାହିଁ । ଏଥିପାଇଁ ଆପଣ ନିକଟସ୍ଥ ଗ୍ୟାସ ସିଲିଣ୍ଡର ଯୋଗାଣ ଅଫିସ ସହିତ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.