Jai Odisha
News

ସମାଜସେବୀ ମଧୁ ସୁଦନଙ୍କ ସ୍ମୁତି ଚାରଣ ସଭା ଅନୁଷ୍ଠିତ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ ଗ୍ରାମର ସମାଜ ସେବି ନିରଞ୍ଜନ ପ୍ରଧାନକଂ ପିତା ମଧୁସୂଦନ ପ୍ରଧାନକଂ ଦ୍ବାଦଶାହ ଦିବସ ଅବସରରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି . ଉକ୍ତ ସଭାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ କୁମାର ରାଉଳ ଯୋଗଦେଇ . ସ୍ବର୍ଗତ ମଧୁସୂଦନ ଙ୍କ ଜୀବନୀ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ . ସ୍ବର୍ଗତ ମଧୁସୂଦନ ଜଣେ ସମାଜ ସେବି, ମିଷ୍ଠଭାସି ଓ ପରୋଉପକାରୀ ଥିଲେ ।
ରଖିଥିଲେ .

Leave A Reply

Your email address will not be published.