Jai Odisha
News
Browsing Tag

#bail

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ନିୟମିତ…

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ନିୟମିତ ଜାମିନ। ବୁଧବାର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି। ତେବେ ପୋଲିଂ ବୁଥ୍‌ରେ ଭଙ୍ଗାରୁଜା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ନିକଟରେ ପ୍ରଶାନ୍ତଙ୍କୁ ୩ ଦିନର…

ବିଜେପି ବିରୋଧରେ ଅପାମନଜନକ ବିଜ୍ଞାପନ…

ବିଜେପି ବିରୋଧରେ ଅପାମନଜନକ ବିଜ୍ଞାପନ ମାମଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍ । ଖବରକାଗଜଗୁଡ଼ିକରେ ଅପମାନଜନକ ବିଜ୍ଞାପନ ଜାରି କରିବା ଅଭିଯୋଗରେ ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ଦାୟର ହୋଇଥିଲା ମାମଲା । ଆଜି ଏହି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ…

କେଜ୍ରିଓ୍ବାଲଙ୍କ ଜାମିନ ଅବଧି ବୃଦ୍ଧି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ଝଟକା । ୭ ଦିନିଆ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କେଜ୍ରିଓ୍ବାଲ କରିଥିବା ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ଖାରଜ କରିଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୫ରେ ହେବ। ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଥିଲା ଯେ ଆମ୍…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ । ମତଦାନ ବେଳେ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଅନେକ ଆଇନଜୀବୀ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ବେଗୁନିଆ…

କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ର୍ରିିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ଝଟକା । ଜଷ୍ଟିସ ଏ ଏସ ଓକଙ୍କ ଅଧ୍ୟକ୍ଷତା ବେଞ୍ଚ କେଜ୍ର୍ରିିୱାଲଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅନ୍ତରୀଣ ଜାମିନକୁ ୭ ଦିନ ବଢାଇବାର ଅବେଦନକୁ ତୁରନ୍ତ ଶୁଣାଣି ପାଇଁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏତିକି ନୁହେଁ ବେଞ୍ଚ…

ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ ନେତା…

ବହୁ ଚର୍ଚ୍ଚିତ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ସୋମବାର ଦିନ ଏକ ସ୍ପେଶାଲ କୋର୍ଟ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ରେବନ୍ନାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଏଚଡି ରେବନ୍ନା ଓ ତାଙ୍କ ସାଂସଦ ପୁଅ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ନେଇ ଅନେକ…

ହେମନ୍ତ ସୋରେନଙ୍କୁ ଅନ୍ତରୀଣ ଜାମିନ…

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ହେମନ୍ତ ସୋରେନଙ୍କ ଓକିଲ କପିଲ ସିବଲ୍‌ ଅନେକ ଯୁକ୍ତି ଉପସ୍ଥାପନ କରିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମିଳିଥିବା ଜାମିନର ଉଦାହରଣ ମଧ୍ୟ ଦେଲେ, କିନ୍ତୁ…

ଆପ୍‌କୁ ମିଳିଲା ଆଶ୍ୱସ୍ତି , ଅରବିନ୍ଦ…

କେଜ୍ରିୱାଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଅରବିନ୍ଦ କେଜ୍ରିୱାଲଙ୍କୁ ସର୍ବୋଚ୍ଚନ୍ୟାୟଳୟ ପ୍ରଦାନ କରିଛନ୍ତି ଜାମିନ୍ । ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ…

ସୋରେନଙ୍କୁ ପୁଣି ଝଟକା : ମିଳିଲାନି…

ଝାଡ଼ଖଣ୍ଡର ପିଏମଏଲଏ ଅଦାଲତ ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ବଡବାପା ରାଜା ରାମ ସୋରେନଙ୍କର ଶନିବାର ମୃତ୍ୟୁ ହୋଇଥିବାରୁ ହେମନ୍ତ ୧୩ ଦିନ ଅନ୍ତରୀଣ ଜାମିନ ପାଇବାକୁ ଅଦାଲତରେ ଆବେଦନ କରିଥିଲେ। ରାଜାରାମ…

ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ…

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ଓଆରଏଚଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏହି ମାମଲାରେ ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ଓଡ଼ିଶା ଭିଜିଲାନ୍ସକୁ…