Jai Odisha
News
Browsing Tag

#new

ଆଜି ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ :…

ସବୁ କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି। ରାଜ୍ୟବାସୀଙ୍କ ଉତ୍କଣ୍ଠାର ପରିସମାପ୍ତି ଘଟିଛି। ଦୀର୍ଘ ୨୪ବର୍ଷ ପରେ ଆଜିଠାରୁ ରାଜ୍ୟର ଶାସନଭାର ନୂଆ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଯିବ। ଜନତା ମଇଦାନରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ…

ଓଡିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ : ଆଜି…

ଆଜି ଓଡିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରୁ ୪ ଥର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ହେବେ । ବିଧାନସଭା ନିର୍ବାଚନ ୨୦୨୪ ସମୟରେ ନିର୍ବାଚନ କମିଶନକୁ ଅନୁସାରେ ମୋହନ ଚରଣ ମାଝୀଙ୍କ ସମୁଦାୟ ଅଚାଳଚଳ ସମ୍ପତ୍ତି ପ୍ରାୟ ୧.୯୭ କୋଟି ଟଙ୍କା ମୂଲ୍ୟର ହେବ ବୋଲି ସେ ଦର୍ଶାଇଥିଲେ ।…

ନୂତନ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ…

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନୂତନ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି।କେନ୍ଦ୍ର ସରକାର ଦ୍ଵିବେଦୀଙ୍କୁ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି।ବର୍ତ୍ତମାନର ସେନାର ମୁଖ୍ୟ ଥିବା ଜେନେରାଲ ମନୋଜ ସି ପାଣ୍ଡେ ଜୁନ୍ ୩୦ ରେ ଅବସର ନେଉଛନ୍ତି। ଉପେନ୍ଦ୍ର ଦ୍ୱିବେଦୀ…

ମୋହନ ମାଝୀ ହେବେ ଓଡ଼ିଶାର ନୂଆ…

ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳର ବୈଠକରେ ତାଙ୍କ ନାଁ ଉପରେ ମୋହର ଲାଗିଛି। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ…

ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ…

ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍‌ପେନ୍ସ ଲାଗିରହିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡାନ୍ତ ହୋଇପାରୁନାହିଁ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ କରିବେ ବୋଲି…

ବଦଳିଲା ତାରିଖ , ଜୁନ୧୨ରେ ଶପଥ ନେବେ…

ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖକୁ ନେଇ ଆସିଲା ବଡ ଅଡେଟ୍‌। ଜୁନ୍‌ ୧୦ ନୁହେଁ, ଜୁନ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍‌ ୧୦ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏଥିରେ ପରିତବର୍ତ୍ତନ ହୋଇଥିବା ସୂଚନା ମିଳିଛି…

କରୋନା ଭୂତାଣୁଠାରୁ ଅଧିକ ବିପଜ୍ଜନକ ନୂଆ…

କରୋନା ଭୟ ନଯାଉଣୁ ଚୀନର ବୈଜ୍ଞାନିକମାନେ ଆଉ ଏକ ନୂଆ ଭୂତାଣୁ ତିଆରି କରିଛନ୍ତି। ପରୀକ୍ଷାଗାରରେ ତିଆରି ହୋଇଥିବା ଏହି ଭୂତାଣୁ କରୋନା ଭୂତାଣୁଠାରୁ ଅଧିକ ବିପଜ୍ଜନକ। ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ମୃତ୍ୟୁ ହେବ ବୋଲି ଜଣାପଡ଼ିଛି। ଚୀନର ବୈଜ୍ଞାନିକମାନେ ହେବେଇ ବିଶ୍ୱବିଦ୍ୟାଳୟ…

ଲାଗୁ ହେଲା ନୂଆ ନିୟମ : ଡ୍ରାଇଭିଂ…

ଡିଏଲ୍ ପ୍ରସ୍ତୁତ କରିବା ଲାଗି ହେଉଥିବା ସମସ୍ୟାରୁ ଆଶ୍ୱସ୍ତି ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ନିୟମରେ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଲାଗୁ ହେଲେ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ସହଜ ହେବ।  ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ ସଂପର୍କିତ ନିୟମ…

ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି…

ଅଭିଯୋଗ ପରେ ଆଇଏଏସ୍ ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅନ୍ୟପଟେ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଦାୟିତ୍ୱ ମିଳିଛି। ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର…