Jai Odisha
News
Browsing Tag

#vacation

ଖରା ଛୁଟିରେ ପିଲାଙ୍କୁ ବଟିକା ବାଣ୍ଟିବେ…

ଖରା ଛୁଟିରେ ପିଲାଙ୍କୁ ବଟିକା ବାଣ୍ଟିବେ ଶିକ୍ଷକ । ରାଜ୍ୟକୁ ନିମୋନିଆ ମୁକ୍ତ କରିବାକୁ ଗ୍ରହଣ କରାଯାଇଛି ଏଭଳି ପଦକ୍ଷେପ । ସୂଚନା ଅନୁଯାୟୀ ଖରା ଛୁଟି ସମରେ ଘରକୁ ଘର ବୁଲି ଆଇରନ୍ ଓ ଫଲିକ ଏସିଡ଼ ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟତ୍ରୀ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ର୍ପ୍ୟନ୍ତ ଛାତ୍ରଛାତ୍ରୀଙ୍କୁୂ ଏହି…

ଆଜିଠାରୁ ରାଜ୍ୟ ଗ୍ରୀଷ୍ମ ଅବକାଶ ଆରମ୍ଭ

ଆଜିଠାରୁ ରାଜ୍ୟ ଗ୍ରୀଷ୍ମ ଅବକାଶ ଆରମ୍ଭ । ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଅସହ୍ୟ ଗୁଳୁଗୁଳିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରା ଛୁଟି ଘୋଷଣା ହୋଇଛି । ଏବର୍ଷ ପ୍ରବଳ ଗ୍ରୀଷ୍ମ…