Jai Odisha
News

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ। ନିର୍ବାଚନ ପୂର୍ବରୁ ମୁତୟନ ହେବେ ୭୫ପ୍ଲାଟୁନ ଫୋର୍ସ। ପ୍ରଥମ ପର୍ଯ୍ୟାୟରେ ଶନିବାର ୧୫ପ୍ଲାଟୁନ ଫୋର୍ସ ପହଞ୍ଚିବେ। ଦ୍ୱିତୀୟ ପର୍ଯ୍ୟାୟରେ ୬୦ ପ୍ଲାଟୁନ ଫୋର୍ସ ପହଞ୍ଚିବା ନେଇ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଗଞ୍ଜାମ, ସମ୍ବଲପୁର, ଅନୁଗୁଳରେ ପ୍ରଥମ କସ୍ତ କରିବା ସମ୍ଭାବନା ରହିଛି। ପରିସ୍ଥିତି ଅନୁସାରେ ଫୋର୍ସ ଆହୁରି ବଢିପାରେ ବୋଲି ଏଡିଜି ସଞ୍ଜୟ କୁମାର କହିଛନ୍ତି।

Leave A Reply

Your email address will not be published.