Jai Odisha
News

୪୬ ଡିଗ୍ରୀ ଅତିକ୍ରମ କରିଛି ବାଲେଶ୍ୱରରେ ତାପମାତ୍ରା

ଆଜି  ଦ୍ୱିପ୍ରହର ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଛି । ସେହିପରି ରାଜଧାନୀର ତାପମାତ୍ରା ୪୫.୪ ଡିଗ୍ରୀ ଛୁଇଁଛି । ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି । ଆଜି ବାଲେଶ୍ୱରରେ ସାଢେ ୧୧ଟା ସୁଦ୍ଧା ୪୪,୧ ଡିଗ୍ରୀ ସେଲସିୟସ୍ ସହ ସର୍ବାଧିକ ପାର କରିଥିଲା । ସେହିଭଳି ୧୧.୩୦ରେ ଭୁବନେଶ୍ୱର ତାପମାତ୍ରା ୪୩.୬, ଝାରସୁଗୁଡ଼ାରେ ୪୨.୫ ଡିଗ୍ରୀ, କେନ୍ଦୁଝର ୪୧.୪, ଚାନ୍ଦବାଲିରେ ୪୧.୨, ରାଉରକେଲାରେ ୪୦.୪ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.