Jai Odisha
News

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା | ଦୁର୍ଘଟଣା ଘଟେଇଛନ୍ତି କଟକ ମେୟର ସୁବାସ ସିଂ | କଟକ ମେୟର ଙ୍କ ଗାଡି ଧକାରେ ଯୁବକ ଆହତ | ଯୁବକ ଜଣକ ସ୍କୁଟି ଚଳାଉଥିବା ସମୟରେ ମେୟରଙ୍କ ଗାଡି ପଛ ପଟୁ ପିଟିଥିଲା ଯାହାଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ଦୁର୍ଘଟଣା ପରେ ନିଜେ ମେୟର ତାଙ୍କୁ ଏକ ଅଟୋରେ ମେଡିକାଲ ନେଇଥିଲେ। ଦୁର୍ଘଟଣାରେ ଯୁବକଙ୍କ ସ୍କୁଟି ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି।

Leave A Reply

Your email address will not be published.